ETV Bharat / city

ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗ; ଇସ୍କନ ବିରୋଧରେ ବିକ୍ଷୋଭ - puri protest

ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଅୟୋଜନକୁ ନେଇ ବିରୋଧ ବଢିବାରେ ଲାଗିଛି। ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି।

puri protest
ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗ; ଇସ୍କନ ବିରୋଧରେ ବିକ୍ଷୋଭ
author img

By

Published : Feb 2, 2020, 1:45 PM IST

ପୁରୀ: ମୁମ୍ବାଇରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଅୟୋଜନକୁ ନେଇ ବିରୋଧ ବଢିବାରେ ଲାଗିଛି। ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି।

ଏହା ସହ ସଂସ୍ଥାର କର୍ମକର୍ତ୍ତାଙ୍କ କୁଶ ପୁତ୍ତଳିକା ଜଳାଯାଇଛି। ଇସ୍କନ ଯେଭଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାକୁ କୁଠାରଘାତ କରି ଅଦିନିଆ ରଥଯାତ୍ରା ଅୟୋଜନ କରୁଛି ତାହା ଶାସ୍ତ୍ର ବିରୋଧ ସହ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ ଦୁଃଖ ଦେଇ ଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି।

ଅଦିନିଆ ରଥଯାତ୍ରା ଆୟୋଜନ ପ୍ରସଙ୍ଗ; ଇସ୍କନ ବିରୋଧରେ ବିକ୍ଷୋଭ

ତୁରନ୍ତ ଇସ୍କନ ଏହି କାର୍ଯ୍ୟରୁ ନିବୃତ୍ତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଇସ୍କନ ବିରୋଧ ରେ ବିକ୍ଷୋଭBody:ମୁମ୍ବାଇ ରେ ଇସ୍କନ ପକ୍ଷରୁ ଆଦିନିଆ ରଥଯାତ୍ରା ଅୟୋଜନ ନେଇ ବିରୋଧ ବଢ଼ିବାରେ ଲାଗିଛି। ଇସ୍କନ ବିରୋଧ କାର୍ଯ୍ୟନୁଷ୍ଠାନ ଦାବି ନେଇ ଆଜି ଶ୍ରୀମନ୍ଦିର ସିଂହ ଦ୍ୱାର ସମୂଖ ରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଇସ୍କନ ବିରୋଧ ରେ ବିକ୍ଷୋଭ କରାଯାଇଛି। ଏଥି ସଂସ୍ଥା ର କର୍ମକର୍ତ୍ତା ଙ୍କ କୁଶ ପୁତ୍ତ ଳିକା ଜଳା ଯାଇଛି। ଇସ୍କନ ଯେଭଳୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରା କୁ କୁଠାର ଘାତ କରି ଅଦିନିଆ ରଥଯାତ୍ରା ଅୟୋଜନ କରୁଛି ତାହା ଶାସ୍ତ୍ର ବିରୋଧ ସହ କୋଟି କୋଟି ଜଗନ୍ନାଥ ଭକ୍ତ ଙ୍କୁ ଦୁଃଖ ଦେଇ ଥିବା ଜଗନ୍ନାଥ ସେନା ଅଭିଯୋଗ କରିଛି। ତୁରନ୍ତ ଇସ୍କନ ଏହି କାର୍ଯ୍ୟ ରୁ ନିବୃତ୍ତ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋର ଦାର କରାଯିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି।

ବାଇଟ,, ପ୍ରିୟ ଦର୍ଶନ ପଟ୍ଟନାୟକ,, ଆବାହକ , ଶ୍ରୀଜଗନ୍ନାଥ ସେନା

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.