ETV Bharat / city

ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ - ପୁଷ୍ୟାଭିଷେକ ନୀତି

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ନୀତି ପାଳନ। ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ। ଅଧିକ ଖବର ପଢନ୍ତୁ...

_pousa purnima_
ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ,ଦର୍ଶନ ପାଇଁ ଭକ୍ତଙ୍କ ଭିଡ
author img

By

Published : Jan 10, 2020, 12:40 PM IST

Updated : Jan 10, 2020, 2:43 PM IST

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ। ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ।

ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହୋଇଥାଏ। ଏଥିପାଇଁ ଗତକାଲି ଚନ୍ଦନଲାଗି ନୀତି ପରେ ଭୋଗମଣ୍ଡପ ଘରେ ଜଳ ଓ ଘୃତ ଅଧିବାସ ହୋଇଛି । ଆଜି ସକାଳ ଧୂପ ସରିବା ପରେ ସ୍ବତନ୍ତ୍ର ନୀତି ହେବା ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହୋଇଥାଏ ।

ଅନ୍ୟପଟେ ଆଜିର ଦିନରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇଲେ ଦିବ୍ୟ ଗତି ଲାଭ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି। ଏଣୁ ଶ୍ରୀମନ୍ଦିରରେ ଆଜି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ,ଇଟିଭି ଭାରତ

Intro:ପୌଷ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ସୁନାବେଶBody:ଆଜି ପୌଷ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହୋଇ ଥାଏ।
ଏଥିପାଇଁ ଗତକାଲି ଚନ୍ଦନଲାଗି ନୀତି ପରେ ଭୋଗମଣ୍ଡପ ଘରେ ଜଳ ଓ ଘୃତ ଅଧିବାସ ହୋଇଛି । ଆଜି ସକାଳ ଧୂପ ସରିବା ପରେ ସ୍ୱତନ୍ତ୍ର ନୀତି ହୋଇ ଥାଏ । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହୋଇ ଥାଏ । ଅନ୍ୟପଟେ ଆଜିର ଦିନରେ ରତ୍ନ ସିଂହାସନ ରେ
ମହାପ୍ରଭୁଙ୍କ ଦର୍ଶନ ପାଇଲେ ଦିବ୍ୟ ଗତି ଲାଭ ହୋଇ ଥାଏ ବୋଲି ପୁରାଣ ରେ ବର୍ଣ୍ଣନା ରହିଛି। ଏଣୁ ଶ୍ରୀମନ୍ଦିର ରେ ଆଜି ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ଶ୍ରୀମନ୍ଦିର file ଭିଯୁଆଲ ଲାଗିବConclusion:
Last Updated : Jan 10, 2020, 2:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.