ETV Bharat / city

କାଳିଆ ପାଇଁ ଭକ୍ତଙ୍କ କାରିଗରୀ

ମନର ଭାବକୁ ମୁରୁଜରେ ଆଙ୍କିଲେ ଚିତ୍ରଶିଳ୍ପୀ । ରାଜ୍ୟ ବାହାରୁ ଧାଇଁ ଆସି ବହୁ ଚିତ୍ରକାର 7ଟି ରଙ୍ଗରେ 3 ରଥ ଆଗରେ ଆଙ୍କିଛନ୍ତି ଆକର୍ଷଣୀୟ ରଙ୍ଗୋଲୀ ।

author img

By

Published : Jul 4, 2019, 11:26 AM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ

ପୁରୀ: ଆଜି ରତ୍ନବେଦୀ ଛାଡି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ ଶ୍ରୀଜୀଉ । ଏଥିପାଇଁ ପ୍ରସ୍ତୁତ ରଥ ଓ ପଥ । ସୁସଜ୍ଜିତ ଢଙ୍ଗରେ ସଜେଇ ହୋଇଛି ବଡଦାଣ୍ଡ । ସାତ ରଙ୍ଗର ମୁରୁଜରେ ଅଙ୍କାଚାଲିଛି ମନଲୋଭା ରଙ୍ଗୋଲୀ । ଆଉ ଖାସ ଏହା କରିବାକୁ ରାଜ୍ୟ ବାହାରୁ ଧାଇଁ ଆସିଛନ୍ତି ଚିତ୍ରକାର । ନିଜ କଳାକୁ ବିଶ୍ବନିୟନ୍ତାଙ୍କୁ ଅର୍ପଣ କରି ବେଶ ଆନନ୍ଦିତ ଏମାନେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ପୁରୀ

ଇସ୍କନ ପରିବାର ଏହି ସଦସ୍ୟମାନେ ପୁନେ, ମୁମ୍ବାଇ ଭଳି ସହରରୁ ଆସିଛନ୍ତି । ଏଠାରେ ମୁରୁଜ ପକାଉଥିବା ଏହି ପରିବାର ମହାରାଷ୍ଟ୍ରରୁ ଚାଲିଆସିଛନ୍ତି । ଜଗନ୍ନାଥଙ୍କ ସେବା ପାଇଁ ଜୀବନ ଉତ୍ସର୍ଗ ବୋଲି କହିଛନ୍ତି ଏହି ମୁରୁଜ ଚିତ୍ରକାର ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.