ETV Bharat / city

ଶ୍ରୀମନ୍ଦିରରେ ବନକଲାଗି ନୀତି; 4 ଘଣ୍ଟା ପାଇଁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ - banakalagi niti today

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଗୁପ୍ତନୀତି ହେତୁ ଆଜି 4 ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

banakalagi niti today
ଶ୍ରୀମନ୍ଦିରରେ ବନକଲାଗି ନୀତି, 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ
author img

By

Published : Jan 22, 2020, 11:29 AM IST

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଗୁପ୍ତନୀତି ହେତୁ ଆଜି 4 ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କର ଏହି ଗୁପ୍ତନୀତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ବନକଲାଗି ନୀତି, 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଅପରାହ୍ନ 4 ଟାରୁ ରାତି 8ଟା ଯାଏଁ ଏହି ବନକଲାଗି ନୀତି ଅନୁଷ୍ଠିତ ହେବ । ରାତି 8ଟା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବନକ ଲାଗି ନୀତି Body:ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି। ଏହି ନୀତି ଗୁପ୍ତ ନୀତି ହୋଇ ଥିବା ହେତୁ ଆଜି 4 ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ଗୁପ୍ତ ନୀତି ମହାପ୍ରଭୁଙ୍କ ର ଅନୁଷ୍ଠିତ ହେବ। ଅପରାହ୍ନ 4 ଟା ରୁ ରାତି 8 ଯାଏଁ ଏହି ବନକ ଲାଗି ନୀତି ଅନୁଷ୍ଠିତ ହେବ। ରାତି 8 ଟା ପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତ ମାନେ ପାଇ ପାରିବେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.