ETV Bharat / city

ବର୍ତ୍ତମାନକୁ ସଠିକ ଉପଯୋଗ କର ଭବିଷ୍ୟତରେ ସଫଳତା ନିଶ୍ଚିତ ପାଇବ: ରାଜ୍ୟପାଳ

author img

By

Published : Jun 5, 2022, 2:05 PM IST

କୃଷ୍ଣପ୍ରସାଦ ବ୍ଲକ ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଅଧିକ ପଢନ୍ତୁ

ଆଜିକୁ ସଠିକ ଉପଯୋଗ କର ଭବିଷ୍ୟତରେ ସଫଳତା ନିଶ୍ଚିତ ପାଇବ:ରାଜ୍ୟପାଳ

ବ୍ରହ୍ମଗିରି: ଛାତ୍ରଛାତ୍ରୀ ଆଜିର ମୁହୂର୍ତ୍ତକୁ ସଠିକ ଉପଯୋଗ କର । ଭବିଷ୍ୟତରେ ସଫଳତା ତୁମମାନଙ୍କ ଆପେ ଆପେ ମିଳିଯିବ । ଅଭିଭାବକମାନେ ପିଲାମାନଙ୍କୁ ସତ କହିବା ଶିଖାଅ ଅବା ନ ଶିଖାଅ ଜୀବନରେ ମିଛ କହିବା ପାଇଁ କେବେବି ଶିଖାଅ ନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ଏପରି କହିଥିଲେ । ଦୁଇ ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.