ETV Bharat / city

ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ସଚେତନତା ପାଇଁ ହରିୟାଣାରୁ ସାଇକେଲ ଯାତ୍ରା - ହରିୟାଣାରୁ ସାଇକେଲ ଯାତ୍ରା

ହରିୟାଣାରୁ ସାଇକେଲ ଯାତ୍ରା । ଜଳ ହିଁ ଜୀବନ ଜଳ ବିନା ନାହିଁ। ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସଚେତନତା ନିମନ୍ତେ ଦେଶରେ ସାଇକେଲ ଯାତ୍ରା। ଅଧିକ ପଢନ୍ତୁ

ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ସଚେତନତା ପାଇଁ ହରିୟାଣାରୁ ସାଇକେଲ ଯାତ୍ରା

author img

By

Published : Jan 24, 2022, 9:17 PM IST

ପୁରୀ : ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସଚେତନତା ନିମନ୍ତେ ଦେଶ ଭିତରେ ସାଇକେଲ ଯାତ୍ରା। ଚାକିରୀରୁ ଅବସର ପରେ ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକିବା ପାଇଁ ସଚେତନତା ନିମନ୍ତେ ସାଇକେଲ ଯାତ୍ରା। ଭାରତ ବର୍ଷର ୭ଟି ରାଜ୍ୟ ବୁଲି ପୁରୀରେ ପହଞ୍ଚିଛନ୍ତି ଲାୟନ୍ସ କ୍ଲବର ସୁବାସ ଚନ୍ଦ୍ର।

ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ସଚେତନତା ପାଇଁ ହରିୟାଣାରୁ ସାଇକେଲ ଯାତ୍ରା

ସାଇକେଲ ଯୋଗେ ସେ ପ୍ରାୟ ୮୩୦୦କି.ମି ଅତିକ୍ରମ କରିସାରିଲେଣି । ଆହୁରି ୬ ରୁ ୭ ରାଜ୍ୟ ଯିବେ। ଜାତୀୟ ରାଜପଥ ନୁହେଁ ବରଂ ରାଜ୍ୟ ରାଜପଥ ଦେଇ ସେ ସାଇକେଲ ଯୋଗେ ବୁଲିବା ସହ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଅପବ୍ୟବହାର ରୋକିବା ସମ୍ପର୍କରେ ବୁଝାଉଛନ୍ତି। ଜଳ ଜୀବନ ମିଶନର ଵାର୍ତ୍ତା ନେଇ ସେ ଗାଁ ଗାଁକୁ ଯାଉଛନ୍ତି । ୨୦୧୮ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଜଳ ସଂରକ୍ଷଣ ଓ ଜଳର ଅପବ୍ୟବହାର ରୋକାନଗଲେ ସମଗ୍ର ଭାରତବର୍ଷରେ ଉତ୍କଟ ଜଳ ସମସ୍ୟା ଦେଖାଯିବ। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏହି ପ୍ରୟାସ ଜାରି ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.