ETV Bharat / city

ଟିକେଟ୍‌ ପାଇବାରେ ପରେ ଦଳକୁ ଧନ୍ୟବାଦ ଦେଲେ ବିଶ୍ବକେଶନ

କଂଗ୍ରେସ ଦଳକୁ ଧନ୍ୟବାଦ ଦେଲେ ପିପିଲି ପ୍ରାର୍ଥୀ ବିଶ୍ବକେଶନ । ଦଳ ମତେ ଭରସା କରିଥିବାରୁ ଶୀର୍ଷ ନେତୃତ୍ବକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଗାମୀ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ବିରୋଧରେ ଜୋରଦାର ଲଢେଇ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 24, 2021, 10:40 AM IST

congress candidate biswakesan congretulate to party leader
କଂଗ୍ରେସ ଦଳକୁ ଧନ୍ୟବାଦ ଦେଲେ ବିଶ୍ବକେଶନ

ପୁରୀ: କଂଗ୍ରେସ ଦଳକୁ ଧନ୍ୟବାଦ ଦେଲେ ପିପିଲି ପ୍ରାର୍ଥୀ ବିଶ୍ବକେଶନ । ଦଳ ମତେ ଭରସା କରିଥିବାରୁ ଶୀର୍ଷ ନେତୃତ୍ବକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଗକୁ ଦଳ ପାଇଁ ଲଢେଇ ଜାରୀ ରଖିବି ବୋଲି କହିଛନ୍ତି । ଆଗାମୀ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ବିରୋଧରେ ଜୋରଦାର ଲଢେଇ ହେବ ବୋଲି କହିଛନ୍ତି ।

କଂଗ୍ରେସ ଦଳକୁ ଧନ୍ୟବାଦ ଦେଲେ ବିଶ୍ବକେଶନ

ପିପିଲିରେ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ବିଶ୍ଵ କେଶନ ହରିଚନ୍ଦନ ମହାପାତ୍ର । ବିଶ୍ଵ ଡେଲାଙ୍ଗ ରେଙ୍ଗାଲ ଅଞ୍ଚଳର ବାସିନ୍ଦା ହେଉଛନ୍ତି ବିଶ୍ବ କେଶନ । ସେ ଅଜିତ ମଙ୍ଗରାଜଙ୍କର ସହଯୋଗୀ ଭାବରେ ପରିଚିତ ଥିବା ବେଳେ ତାଙ୍କୁ କଂଗ୍ରେସ ଭରସା କରି ଟିକେଟ ପ୍ରଦାନ କରିଛି । ସେହିପରି ପିପିଲିରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ କର୍ମୀ କହିଛନ୍ତି।

ସୂଚନାଥାଉକି, ପିପିଲି ଉପନିର୍ବାଚନ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ଦଳ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଅଜିତ ମଙ୍ଗରାଜଙ୍କ ପତ୍ନୀ ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ । ଏହା ପରେ ଶେଷରେ ବିଶ୍ବକେଶନ ମହାପାତ୍ରଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ପିପିଲିର ଆସନ୍ତା ମେ 16 ରେ ହେବ ନିର୍ବାଚନ । ମେ’ 19 ଫଳାଫଳ ଗଣତି ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.