ETV Bharat / city

Brownsugar Seized:୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ବନ୍ଧା ହେଲେ ୮ ଅଭିଯୁକ୍ତ

author img

By

Published : Jul 21, 2022, 5:56 PM IST

ଖୁଲମଖୁଲା ବିକ୍ରୀ କରୁଥିଲେ ବ୍ରାଉନସୁଗାର । ମାଡିବସିଲା ପୋଲିସ । ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ

Brownsugar Seized:୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ବନ୍ଧା ହେଲେ ୮ ଅଭିଯୁକ୍ତ
Brownsugar Seized:୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,ବନ୍ଧା ହେଲେ ୮ ଅଭିଯୁକ୍ତ

ପୁରୀ: ପୁରୀ ମିଶ୍ର ନୋଳିଆ ସାହିରେ ବ୍ରାଉନ ସୁଗାର ବିକ୍ରୀ ହେଉଥିବା ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ଭିଡିଓ । ଭାଇରାଲ ଭିଡିଓ ଦେଖିବା ପରେ ଆକ୍ସନ ମୋଡରେ ବାସେଳୀ ସାହି ଥାନା ପୋଲିସ । ପୋଲିସ ବାସେଳୀ ସାହିରେ ରେଡ କରି ୮ଜଣଙ୍କୁ ବାନ୍ଧିଛି । ଗିରଫ ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୩ ପୁରୁଷ ଓ ୫ ଜଣ ମହିଳା ଅଭିଯୁକ୍ତ ରହିଛନ୍ତି । ସେମାନଙ୍କ ଠାରୁ ୨୬୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କହିଛି ପୋଲିସ । ଏହାସହ ଗୋଟିଏ ବାଇକ, ୫ଟି ମୋବାଇଲ, ୩୫ ହଜାର ନଗଦ ଟଙ୍କା ମଧ୍ୟ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.