ETV Bharat / city

ଭାସ୍କର୍ଯ୍ୟ କଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା - ଭାସ୍କର୍ଯ୍ୟ କଳା

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରେ ପଦାର୍ପଣ କରିବେ। ତାଙ୍କର ଜନ୍ମ ଦିନ ଅବସରରେ ବିଭିନ୍ନ ମହଲରୁ ତଥା ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଭାସ୍କର୍ଯ୍ୟ କଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା

author img

By

Published : Sep 16, 2020, 10:05 PM IST

ପୁରୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 70 ବର୍ଷରେ ପଦାର୍ପଣ କରିବେ । ତାଙ୍କର ଜନ୍ମ ଦିନ ଅବସରରେ ବିଭିନ୍ନ ମହଲରୁ ତଥା ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ମାଟିରେ ପ୍ରତିମୂର୍ତ୍ତୀ ତିଆରି କରି ତାଙ୍କୁ ପୁଷ୍ପ ପ୍ରଦାନ କରି ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ଅଗାମୀ ଭବିଷ୍ୟତ ସଫଳ ହେବା ନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଭାସ୍କର୍ଯ୍ୟ କଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯେଭଳି କୋଭିଡ ମହାମାରୀ ବେଳେ ଲୋକଙ୍କୁ ସଚେତନ କରାଉଛନ୍ତି ସେ ନେଇ ସଚେତନତା ବାର୍ତା ମଧ୍ୟ ଏହି ଭାସ୍କର୍ଯ୍ୟ କଳାରେ ଦର୍ଶା ଯାଇଛି । ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା ଏବଂ ସଠିକ ଭାବେ ମୁହଁରେ ମାସ୍କ ପିନ୍ଧିବା ନେଇ ବାର୍ତ୍ତା ରହିଛି ଜନସାଧାରଣଙ୍କ ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ ପ୍ରଶଂସକ ହେଉଛନ୍ତି ପୁରୀର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ । ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବା ପର ଠାରୁ ପ୍ରତିବର୍ଷ ଶ୍ରୀଧର ତାଙ୍କ ଭାସ୍କର୍ଯ୍ୟ କଳା ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ପ୍ରଦାନ କରି ଆସୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.