ETV Bharat / city

ପୁରୀ ଜିଲ୍ଲାରେ 68 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ 68 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1860କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ପୁରୀ ଜିଲ୍ଲାରେ 68 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ପୁରୀ ଜିଲ୍ଲାରେ 68 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Aug 17, 2020, 9:03 PM IST

ପୁରୀ: ଗତ 24 ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ 68 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1860କୁ ବୃଦ୍ଧି ପାଇଛି ।

ପୁରୀ ଜିଲ୍ଲାରେ 68 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
ପୁରୀ ଜିଲ୍ଲାରେ 68 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ 745ଟି ଆକ୍ଟିଭ କେସ ରହିଥିବା ବେଳେ ମୋଟ 8 ଜଣକ ଜୀବନ ନେଇଛି କୋରୋନା । ଅନ୍ୟପକ୍ଷରେ 1104 ଜଣଙ୍କୁ ଡିସଚାର୍ଜ କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ 41ହଜାର 1ଶହ 75ଟି ସାମ୍ପୁଲ ସଂଗ୍ରହ କରାଯାଇଛି। ଏହାସହ ଜିଲ୍ଲାରେ ଅରୋଗ୍ୟ ହାର 59.35 ପ୍ରତିଶତ ରହିଛି।

ତେବେ ପୁରୀ ଜିଲ୍ଲାରେ ପୁରୀ ପୌରପାଳିକା ଅଞ୍ଚଳରେ ସର୍ବାଧିକ କୋରୋନା ସଂକ୍ରମିତ ରହିଛନ୍ତି । ମୋଟ 617 ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ 284ଟି ଆକ୍ଟିଭ କେସ ଓ 10ଟି ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ ରହିଛି । ତେବେ କୋରୋନାକୁ ନେଇ ଲୋକମାନେ ସତର୍କ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.