ETV Bharat / city

କେନ୍ଦୁଝର ପାଟଣା ରେଞ୍ଜରେ ଦନ୍ତା ଆତଙ୍କ, ଭୟଭୀତ ଲୋକେ - Elephant terror in keonjhar patna range

କେନ୍ଦୁଝର ଜିଲ୍ଲାର ପାଟଣା ରେଞ୍ଜରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ହାତୀଟି 8ଟି ଗାଁରେ ପଶି ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Elephant terror in keonjhar patna range
କେନ୍ଦୁଝରରେ ପାଟଣା ରେଞ୍ଜରେ ଦନ୍ତା ଆତଙ୍କ
author img

By

Published : Jan 10, 2020, 12:46 PM IST

କେନ୍ଦୁଝର: ଜିଲ୍ଲାର ପାଟଣା ରେଞ୍ଜରେ ଦନ୍ତା ଆତଙ୍କ । ଗୁରୁବାର ବିଳମ୍ବିତ ରାତିରେ ପାଟଣା ରେଞ୍ଜର ବଡବିଲ, ଜମୁନାଳିଆ, ତାଳସରୁଆ, ହଲଦୀବଟା, ନୂଆଗାଁ, ଦୁବେଇପେଣ୍ଠ ଆଦି ଗ୍ରାମରେ ପଶି 5ରୁ ଊର୍ଦ୍ଧ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି । ଏଥିସହ ପନିପରିବା ଚାଷ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି ।

କେନ୍ଦୁଝରରେ ପାଟଣା ରେଞ୍ଜରେ ଦନ୍ତା ଆତଙ୍କ

ହାତୀଟି ଏବେ ଘୁଣ୍ଟିବେଡା ଗାଁ ନିକଟ ପୁରୁଣା ପାଣି ଜଙ୍ଗଲରେ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ଦନ୍ତାର ଉତ୍ପାତକୁ ନେଇ ସ୍ଥାନୀୟବାସୀ ଭୟଭୀତ ଥିବାବେଳେ ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହ ହାତୀ ଘଉଡାଇବା ପାଇଁ ଲୋକେ ଦାବି କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପାଟଣା ରେଞ୍ଜରେ ଗୋଠ ଛଡା ଗୋଟିକିଆ ଦନ୍ତାର ଆତଙ୍କରାଜ ଆଖପାଖ ୮ ଟି ଗାଁ ରେ ଭାଙ୍ଗିଲେ ୫ ରୁ ଉର୍ଦ୍ଧ ଘର Body:ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତା ହାତୀର ଆତଙ୍କ ରାଜ ଯୋଗୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାଟଣା ରେଞ୍ଜ ର ବଡ଼ବିଲ, ଜମୁନାଳିଆ,ତାଳସରୁଆ,ହଲଦୀବଟା, ନୂଆଗାଁ ଦୁବେଇପେଣ୍ଠ ଆଦି ଗ୍ରାମରେ ପଶି ୫ ରୁ ଉର୍ଦ୍ଧ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଛି । ହାତୀ ଏଥି ସହିତ ପନିପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛି ହାତୀ। ହାତୀ କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ହାତୀ ଏବେ ଘୁଣ୍ଟିବେଡା ଗାଁ ନିକଟ ପୁରୁଣା ପାଣି ଜଙ୍ଗଲ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ଗାଁ ନିକଟରେ ହାତୀଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ଖୁବ ଶୀଘ୍ର କ୍ଷୟକ୍ଷତି ର ଆକଳନ କରି କ୍ଷତିପୂରଣ ଦେବା ସହିତ ହାତୀ ଘଉଡାଇବା ପାଇଁ ଲୋକେ ଦାବି କରିଛନ୍ତି।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.