ETV Bharat / city

ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ହରପ୍ରିୟା ସାହୁ

ଶୁକ୍ରବାର କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଞ୍ଚାୟତ ବ୍ରାହ୍ମଣ ମଣିଜୋରି ଗ୍ରାମରେ ଥିବା ଗୋବରୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାହାଣିଆ ପଞ୍ଚାୟତ ଗୋକୁଳପୁର ଗ୍ରାମର ହରପ୍ରିୟା ସାହୁ ବୋଲି ଜଣାପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 7, 2019, 5:28 AM IST

କଟକ: ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଶୁକ୍ରବାର କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଞ୍ଚାୟତ ବ୍ରାହ୍ମଣ ମଣିଜୋରି ଗ୍ରାମରେ ଥିବା ଗୋବରୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ରାହାଣିଆ ପଞ୍ଚାୟତ ଗୋକୁଳପୁର ଗ୍ରାମର ହରପ୍ରିୟା ସାହୁ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ କୁଆଁପାଳ ଦମକଳ ବାହିନୀ ପହଞ୍ଚି ନଦୀରୁ ହରପ୍ରିୟା ସାହୁଙ୍କ ମୃତଦେହକୁ ଉଦ୍ଧାର କରିଛି । ଏପଟେ ମୃତ ହରପ୍ରିୟା ସାହୁଙ୍କ ବାପଘର ଲୋକ ତାଙ୍କ ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

ତେଣୁ ଏନେଇ ମାହାଙ୍ଗା ଥାନାରେ ହରପ୍ରିୟାଙ୍କ ବାପା ଶରତ ବିଶ୍ବାଳ ଓ ମା ବାସନ୍ତୀ ବିଶ୍ବାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଘଟଣା ସ୍ଥଳରେ ମାହାଙ୍ଗା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଞ୍ଚାୟତ ବ୍ରାହ୍ମଣ ମଣିଜୋରି ଗ୍ରାମ ରେ ଥିବା ଗୋବରୀ ନଦୀରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। କୁଆଁପାଳ ଦମକଳ ବାହିନୀ ପହଞ୍ଚି ନଦୀରୁ ମହିଳାଙ୍କ ମୃତଦେହ କୁ ଉଦ୍ଧାର କରିଛି ।ମୃତ ମହିଳା ଜଣକ ହେଉଛନ୍ତି ରାହାଣିଆ ପଞ୍ଚାୟତ ଗୋକୁଳପୁର ଗ୍ରାମର ହରପ୍ରିୟା ସାହୁ।ଅନ୍ୟପଟେ ମୃତକଙ୍କ ବାପଘର ଲୋକ ତାଙ୍କ ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।ଏନେଇ ମାହାଙ୍ଗା ଥାନାରେ ମୃତକଙ୍କ ବାପା ଶରତ ବିଶ୍ୱାଳ ଓ ମା ବାସନ୍ତୀ ବିଶ୍ୱାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତେବେ ଘଟଣା ସ୍ଥଳରେ ମାହାଙ୍ଗା ଥାନା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.