ETV Bharat / city

ରାସନ କାର୍ଡ ନଥିବା ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ଦେଲେ ସ୍ବେଚ୍ଛାସେବୀ ସଙ୍ଗଠନ

author img

By

Published : May 15, 2020, 10:21 PM IST

କଟକରେ ଭଡା ଘରେ ରହୁଥିବା ଶ୍ରମିକ ଶ୍ରେଣୀୟ ଲୋକମାନଙ୍କୁ, ଯାହାଙ୍କ ପାଖରେ ରାସନ କାର୍ଡ ନାହିଁ । ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ଏକ ସ୍ବେଚ୍ଛାସେବୀ ସଙ୍ଗଠନ । ଅଧିକ ପଢ଼ନ୍ତୁ...

voluntary-organization-provided-dry-food-to-workers-who-have-no-ration-cards
ରାସନ କାର୍ଡ ନଥିବା ଶ୍ରମିକଙ୍କୁ ଶୁଖିଲା ଖାଦ୍ୟ ଦେଲେ ସ୍ବେଚ୍ଛାସେବୀ ସଙ୍ଗଠନ

କଟକ: ରାସନ କାର୍ଡ ନାହିଁ ବୋଲି କଣ ଖାଦ୍ୟ ପାଇବେନି ନିରାଶ୍ରୟ ? ଭୋକ ଦେଖେ ନାହିଁ ରାସନକର୍ଡ଼ । ଭୋକ ହେଲେ ଖାଇବା ଆବଶ୍ୟକ । ତେବେ ଏମିତି କିଛି ଦୃଢ ସଂକଳ୍ପ ସହ କଟକରେ ରହୁଥିବା ନିରାଶ୍ରୟଙ୍କୁ ସାହାଯ୍ୟର ହାତ ବଢାଇଛି ଗୋଟିଏ ସ୍ବେଚ୍ଛାସେବୀ ସଙ୍ଗଠନ ।

କଟକରେ ଭଡା ଘରେ ରହୁଥିବା ଶ୍ରମିକ ଶ୍ରେଣୀୟ ଲୋକମାନଙ୍କୁ, ଯାହାଙ୍କ ପାଖରେ ରାସନ କାର୍ଡ ନାହିଁ । ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ଏକ ସ୍ବେଚ୍ଛାସେବୀ ସଙ୍ଗଠନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.