ETV Bharat / city

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୂଚନା ଅଧିକାର ଆଇନ ପରିସରକୁ ଆସିଲା ଭିଜିଲାନ୍ସ - RTI ପରିସରକୁ ଆସିଲା ଭିଜିଲାନ୍ସ

ସୂଚନା ଅଧିକାର ଆଇନ(Right to Information) ପରିସରକୁ ଆସିଲା ଭିଜିଲାନ୍ସ । ଗୋପନୀୟ ଓ ସମ୍ବେଦନଶୀଳ ମାମଲାକୁ ଛାଡ଼ି ଅନ୍ୟ ସମସ୍ତରେ RTI ଆବେଦନ ହୋଇ ପାରିବ । ଅଧିକ ପଢ଼ନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୂଚନା ଅଧିକାର ଆଇନ ପରିସରକୁ ଆସିଲା ଭିଜିଲାନ୍ସ

author img

By

Published : Jun 20, 2022, 5:27 PM IST

Updated : Jun 20, 2022, 9:52 PM IST

କଟକ: ସୂଚନା ଅଧିକାର ଆଇନ(Right to Information) ପରିସରକୁ ଆସିଲା ଭିଜିଲାନ୍ସ । ଗୋପନୀୟ ଓ ସମ୍ବେଦନଶୀଳ ମାମଲାକୁ ଛାଡ଼ି ଅନ୍ୟ ସମସ୍ତରେ RTI ଆବେଦନ ହୋଇପାରିବ । ଭିଜିଲାନ୍ସ ବିଭାଗର ଅନ୍ୟ ସମସ୍ତ ଅଂଶ ପବ୍ଲିକ ଡୋମେନର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଏ ସଂପର୍କିତ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୂଚନା ଅଧିକାର ଆଇନ ପରିସରକୁ ଆସିଲା ଭିଜିଲାନ୍ସ

୪ ସପ୍ତାହ ମଧ୍ୟରେ ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ୨୦୧୬ ମସିହାରେ ଭିଜିଲାନ୍ସକୁ RTI ବହିର୍ଭୁକ୍ତ ରଖିଥିଲା । ଏହାକୁ ବିରୋଧ କରି ଏକାଧିକ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଙ୍ଘନ ସୂଚନା ଗୋପନୀୟ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ଏଣିକି ଭିଜିଲାନ୍ସ ବିଭାଗରେ RTI ଆବେଦନ କରି ସୂଚନା ପାଇ ପାରିବେ ସାଧାରଣ ଲୋକ ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଭିଜିଲାନ୍ସକୁ RTIରୁ ବାଦ ଦିଆଯିବା ନେଇ ଗତ ୨୦୧୬ ମସିହାରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି ।

Last Updated : Jun 20, 2022, 9:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.