ETV Bharat / city

CISF KRTC ପରିଦର୍ଶନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା

author img

By

Published : Oct 31, 2021, 9:50 PM IST

ମୁଣ୍ଡୁଳିସ୍ଥିତ CISF KRTC ପରିଦର୍ଶନ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର କଲେ ଉଦ୍ଘାଟନ। ଅଧିକ ପଢନ୍ତୁ...

ମୁଣ୍ଡୁଳୀସ୍ଥିତ CISF KRTC ପରିଦର୍ଶନ କଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା

କଟକ: ମୁଣ୍ଡୁଳି CISF KRTC ପରିଦର୍ଶନ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ଏହି ଗସ୍ତ ସମୟରେ CISF କେନ୍ଦ୍ରରେ ନୂଆ କରି ନିର୍ମାଣ ହୋଇଥିବା 180 ବାରାକ ବିଲଡିଂ ଓ 32 ପୁରୁଷ ଅଫିସର ହଷ୍ଟେଲ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।

ପ୍ରଥମେ ଯବାନଙ୍କ ପକ୍ଷରୁ ଗାର୍ଡ-ଅଫ-ଅନର ଗ୍ରହଣ କରିଥିଲେ ମନ୍ତ୍ରୀ । ପରେ ବିଭିନ୍ନ ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମନ୍ତ୍ରୀ । ତେବେ ଏହି ଉଦଘାଟନ ସମୟରେ CISF ଏଡିଜି ଅରବିନ୍ଦ ଦୀପ, ଆଇଜି ସୁଧୀର କୁମାର ଓ ଅନ୍ୟାନ୍ୟ ଅଧକାରୀ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.