ETV Bharat / city

ମୁଣ୍ଡଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବୀ

ମୁଣ୍ତଳି ବ୍ୟାରେଜ ପାଖରେ ଡଙ୍ଗାବୁଡି ଘଟଣା। ସାତଜଣ ମତ୍ସ୍ୟଜୀବୀଙ୍କ ସାହାଯ୍ୟ ପାଇଁ ତିନୋଟି ଜୀବନ ବଞ୍ଚିଯାଇଛି। ମତ୍ସ୍ୟଜୀବୀଙ୍କ ଏଭଳି ସାହାସିକତା କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି। ଅଧିକ ଖବର ପଢନ୍ତୁ...

ମୁଣ୍ଡୁଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବି
author img

By

Published : Nov 6, 2019, 8:55 PM IST

କଟକ:ମହାନଦୀରେ ଅଘଟଣ। ମୁଣ୍ତଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡଙ୍ଗାରେ ଥିବା ମତ୍ସ୍ୟଜୀବୀ। ଘଟଣାରୁ ପ୍ରକାଶ ଯେ, ବୁଧବାର ମୁଣ୍ଡଳି ଗ୍ରାମର ତିନିଜଣ ମତ୍ସ୍ୟଜୀବୀ କାଠୁଆ ଡଙ୍ଗାରେ ମାଛ ମାରୁଥିବା ବେଳେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇବା ସହ ଡଙ୍ଗା ଭିତରେ ପାଣି ପଶିଯାଇଥିଲା।

ଡଙ୍ଗାଟି ବୁଡିବା ସମୟରେ ସେଠାରେ ମାଛ ମାରୁଥିବା ଅନ୍ୟ ମତ୍ସ୍ୟଜୀବୀ ଦୁଇଟି ଡଙ୍ଗା ନେଇ ବୁଡୁଥିବା ଡଙ୍ଗା ନିକଟରେ ପହଞ୍ଚି 3ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି। ଏହାସହ ମତ୍ସ୍ୟଜୀବୀଙ୍କ ସହାୟତାରେ ଡଙ୍ଗାକୁ ମଧ୍ୟ ଉଦ୍ଧାର କରାଯାଇଛି। ସାତଜଣ ମତ୍ସ୍ୟଜୀବୀଙ୍କ ସାହାଯ୍ୟ ପାଇଁ ଆଜି ତିନୋଟି ଜୀବନ ବଞ୍ଚିଯାଇଛି । ମତ୍ସ୍ୟଜୀବୀଙ୍କ ଏଭଳି ସାହାସିକତା କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।

ମୁଣ୍ଡୁଳି ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ୩ ମତ୍ସ୍ୟଜୀବି

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ମହାନଦୀରେ ଅଘଟଣ।ମହାନଦୀ ର ମୁଣ୍ଡଳୀ ବ୍ୟାରେଜ ପାଖରେ ବୁଡିଲା ଡଙ୍ଗା ।ଅଳ୍ପକେ ବର୍ତିଲେ ମତ୍ସ୍ୟଜୀବୀ।ଘଟଣାରୁ ପ୍ରକାଶ ଆଜି ମୁଣ୍ଡଳୀ ଗ୍ରାମର ତିନିଜଣ ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ମହାନଦୀ ର ମୁଣ୍ଡଳୀ ବ୍ୟାରେଜ ର ଅକାତ ପାଣିରେ କାଠୁଆ ଡଙ୍ଗାରେ ମାଛ ମାରୁଥିବା ବେଳେ ହଠାତ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ଡଙ୍ଗା ଭିତରେ ପାଣି ପଶିଯାଇଥିଲା। ଡଙ୍ଗାଟି ବୁଡିବା ସମୟରେ ସେଠାରେ ମାଛ ମାରୁଥିବା ଅନ୍ୟ ମତ୍ସ୍ୟଜୀବୀ ମାନେଦୁଇଟି ଡଙ୍ଗା ନେଇ ବୁଡୁଥିବା ଡଙ୍ଗା ନିକଟରେ ପହଞ୍ଚି ତିନଜଣ ମତ୍ସ୍ୟଜୀବୀ ଙ୍କୁ ଉଦ୍ଧାର କରିଥିଲେ। ଡଙ୍ଗାଟି ମହାନଦୀରେ ବୁଡିଯାଇଥିଲା ।ତେବେ ମତ୍ସ୍ୟଜୀବୀ ମାନଙ୍କ ସହାୟତାରେ ଡଙ୍ଗାଟିକୁ ମଧ୍ଯ ଉଦ୍ଧାର କରାଯାଇଥିଲା।ତେବେ ସାତଜଣ ମତ୍ସ୍ୟଜୀବୀ ଙ୍କ ସାହାଯ୍ୟ ପାଇଁ ଆଜି ତିନୋଟି ଜୀବନ ବଞ୍ଚିଯାଇଛି।ମତ୍ସ୍ୟଜୀବୀ ଙ୍କ ଏଭଳି ସାହାସିକତା କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସା କରାଯାଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.