ETV Bharat / city

ଓସିଏ ନିର୍ବାଚନ ଉପରେ ନିର୍ଭର ବାରବାଟୀ ଦିନିକିଆ - ବାରବାଟୀ ଦିନିକିଆ

ଯଦି ନିର୍ବାଚନ ନ ହୁଏ, ତେବେ ଆଗାମୀ ନଭେମ୍ବରରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ 2ୟ ଦିନିକିଆ ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଡିଜାଇନ ଫଟୋ
author img

By

Published : Aug 5, 2019, 8:39 PM IST

କଟକ: ଅନିଶ୍ଚିତତା ଘେରରେ ଓସିଏ( ଓଡିଶା କ୍ରିକେଟ ଆସୋସିଏସନ) ନିର୍ବାଚନ । କିଏ ହେବେ ଭୋଟର । ଏଯାବତ୍‌ ଚୁଡାନ୍ତ ହୋଇ ନାହିଁ ପ୍ରାର୍ଥୀ ତାଲିକା । ଯଦିଓ ନିର୍ବାଚନର ତାରିଖ ସେପ୍ଟେମ୍ବର 14 ସ୍ଥିର ହୋଇଛି । ମାତ୍ର ଏବେବି ଥଣ୍ଡା ପଡିଛି ନିର୍ବାଚନ ପ୍ରକ୍ରିୟା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, ଯଦି ନିର୍ବାଚନ ନ ହୁଏ, ତେବେ ଆଗାମୀ ନଭେମ୍ବରରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ 2ୟ ଦିନିକିଆ ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରି ସ୍ଥିତିରେ ଓସିଏ କତୃପକ୍ଷଙ୍କ ବେପାରୁଆ ମନବୃତି ଓଡିଶଆର କ୍ରିକେଟ ପ୍ରେମୀଙ୍କୁ ଦିନିକିଆ ପାଇଁ ଆଶା ଆକାକ୍ଷାଂରେ ପକାଇଛି ।

ସେହିପରି ଓସିଏ ନିର୍ବାଚନ ପ୍ରକ୍ରିୟାକୁ ଦେଖିଲେ ଅନ୍ଧାରରେ ଓସିଏ ଥିବା ନେଇ ଚର୍ଚ୍ଚା ଚାଲିଛି । ବାଜିରେ ଲାଗିଛି ଓଡିଶା କ୍ରିକେଟ ପ୍ଲେୟାରଙ୍କ କ୍ୟାରିୟର । ମୁଖିଆ ବିହୀନ ହୋଇପଡିଛି ଓଡିଶା କ୍ରିକେଟ ଆସୋସିଏସନ ।

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.