ETV Bharat / city

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା

author img

By

Published : Jun 19, 2020, 1:47 PM IST

ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦପ୍ରକ୍ରିୟା । 400 ରୁ ଅଧିକ ପରିବାରଙ୍କୁ ସ୍ଥାନାନ୍ତରିତ। ଅଧିକ ପଢନ୍ତୁ...

The abolition process is underway for the SCB medical expansion
ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା

କଟକ: ଏସସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଶୁକ୍ରବାର ଚୂନ ଭାଟି ଅଞ୍ଚଳରୁ 98ଟି ପରିବାରକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ କରିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଓ ପାଲ ମଧ୍ୟ ଯୋଗଦେଇଛି ମହାନଗର ନିଗମ । ତେବେ ଏପର୍ଯ୍ୟନ୍ତ 400ରୁ ଅଧିକ ପରିବାରଙ୍କୁ ସ୍ଥାନାନ୍ତରିତ ହୋଇ ସାରିଲେଣି ।

କାରଣ ଯେତେ ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ସରିବ ସେତେ ଶୀଘ୍ର ଏସସିବିର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ । ତେବେ ଆଗାମୀ ଦିନରେ ବେହେରା କଲୋନୀ ଓ ସୁଇପର କଲୋନୀକୁ ଉଚ୍ଛେଦ କରାଯିବା ନେଇ ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ ଓ ସିଏମସି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.