ETV Bharat / city

ଓଟିଇଟି ତ୍ରୁଟି; ବୋର୍ଡକୁ ଘେରିଲା ଏବିଭିପି ଛାତ୍ର ସଂଗଠନ - ଓଟିଇଟି ପ୍ରଶ୍ନପତ୍ର

ଓଟିଇଟି ପରୀକ୍ଷାରେ ତ୍ରୁଟିକୁ ନେଇ ଆଜି ବୋର୍ଡକୁ ଘେରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ପ୍ରଶ୍ନପତ୍ରରେ ତ୍ରୁଟି ଥିବା ହେତୁ 20 ରୁ 25 ମାର୍କ ଗ୍ରେସ ମାର୍କ ଦେବାସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏବିଭିପି ଛାତ୍ର ସଂଗଠନ ।

ଓଟିଇଟି ପରୀକ୍ଷା ତ୍ରୁଟି
author img

By

Published : Oct 14, 2019, 7:33 PM IST

କଟକ: ଓଟିଇଟି ପରୀକ୍ଷାରେ ତ୍ରୁଟିକୁ ନେଇ ଆଜି ବୋର୍ଡକୁ ଘେରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଶତାଧିକ କର୍ମୀ ଓ ପରୀକ୍ଷାର୍ଥୀ ଆଜି ବୋର୍ଡ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏବିଭିପି ଛାତ୍ର ସଂଗଠନ ।

ଓଟିଇଟି ପରୀକ୍ଷା ତ୍ରୁଟି

ଛାତ୍ର ସଂଗଠନ ଅଭିଯୋଗ କରିଛି ଯେ ଓଟିଇଟି ପରୀକ୍ଷା ପରିଚାଳନା କରିବାରେ ମାଧ୍ୟମିକ ଶିକ୍ଷା ପରିଷଦ ବିଫଳ । ଅନେକ ପ୍ରଶ୍ନପତ୍ରରେ ତ୍ରୁଟି ରହିଛି । ଅନେକ ପ୍ରଶ୍ନପତ୍ର ବିଭିନ୍ନ ଭାଷାରେ ଆସିଥିବାରୁ ପ୍ରଶ୍ନପତ୍ର ବୁଝି ପାରିନଥିଲେ ପରୀକ୍ଷାର୍ଥୀ । ଯାହାଫଳରେ ଉତ୍ତର ଲେଖିବାରେ ସମସ୍ୟା ଉପୁଜିଥିଲା । ସେଥିପାଇଁ 20 ରୁ 25 ମାର୍କ ଗ୍ରେସ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ।

ଅନ୍ୟପଟେ ବୋର୍ଡ ସମ୍ପାଦକ କହିଛନ୍ତି ଅଭିଯୋଗର ଅନୁଧ୍ୟାନ କରାଯିବ । ସମସ୍ତ ଅଭିଯୋଗର ଏକ ଅଭିଜ୍ଞ କମିଟି ଦ୍ବାରା ତର୍ଜମା କରାଯିବ । ତେବେ କୌଣସି ପରୀକ୍ଷାର୍ଥୀଙ୍କର କୌଣସି ସମସ୍ୟା ହେବନାହିଁ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଓଟିଇଟି ପରୀକ୍ଷା ରେ ତ୍ରୁଟି କୁ ନେଇ ଆଜି ବୋର୍ଡ କୁ ଘେରିଛି ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ।ଶତାଧିକ କର୍ମୀ ଓ ପରୀକ୍ଷାର୍ଥୀ ଆଜି ବୋର୍ଡ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି।ଏହି ଅବସରରେ ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ଥଫା ଦାବି କରିଛି ଏବିଭିପି ଛାତ୍ର ସଂଗଠନ।

ଛାତ୍ର ସଂଗଠନ ଅଭିଯୋଗ କରିଛି ଯେ ଓଟିଇଟି ପରୀକ୍ଷା ପରିଚାଳନା କରିବାରେ ମାଧ୍ୟମିକ ଶିକ୍ଷା ପରିଷଦ ବିଫଳ।ଅନେକ ପ୍ରଶ୍ନ ପତ୍ରରେ ତ୍ରୁଟି ରହିଛି।ଅନେକ ପ୍ରଶ୍ନ ପତ୍ର ବିଭିନ୍ନ ଭାଷା ରେ ଆସିଥିବାରୁ ପ୍ରଶ୍ନପତ୍ର ବୁଝି ପାରିନଥିଲେ ପରୀକ୍ଷାର୍ଥୀ।ଜାହାଫଳରେ ଉତ୍ତର ଲେଖିବାରେ ସମସ୍ୟା ଉପୁଜିଥିଲା।ପ୍ରଶ୍ନପତ୍ର ସହ ଉତ୍ତରରେ ମଧ୍ୟ ତ୍ରୁଟି ରହିଛି।ଏଭଳି ଗୁରୁତ୍ୱର ତ୍ରୁଟି କୁ ନେଇ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।ସଠିକ ମୂଲ୍ୟାୟନ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।
ତେବେ ଗ୍ରେସ ମାର୍କ ଦେବାକୁ ପରୀକ୍ଷାର୍ଥୀ ମାନେ ଦାବି କରିଛନ୍ତି।ଅନେକ ପ୍ରଶ୍ନ ପତ୍ର ରେ ତ୍ରୁଟି ଥିବାରୁ 20 ରୁ 25 ମାର୍କ ଗ୍ରେସ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଛାତ୍ର ଛାତ୍ରୀ।
ଅନ୍ୟପଟେ ବୋର୍ଡ ସମ୍ପାଦକ କହିଛନ୍ତି ଅଭିଯୋଗ ର ଅନୁଧ୍ୟାନ କରାଯିବ।ସମସ୍ତ ଅଭିଯୋଗ ର ଏକ ଅଭିଜ୍ଞ କମିଟି ଦ୍ୱାରା ତର୍ଜମା କରାଯିବ।ତେବେ କୌଣସି ପରୀକ୍ଷାର୍ଥୀଙ୍କର କୌଣସି ସମସ୍ୟା ହେବ ନାହିଁ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି।

ବାଇଟ - ନମିତା ବିଶ୍ୱାଳ,ଆନ୍ଦୋଳନକାରୀ।
ବାଇଟ - ଯସ୍ମୀନ ରାଉତ,ଆନ୍ଦୋଳନକାରୀ।
ବାଇଟ - ପ୍ରଦୀପ ସେନାପତି,ଆନ୍ଦୋଳନକାରୀ।
ବାଇଟ - ରାମଶିଷ ହଜେରା,ବୋର୍ଡ ସମ୍ପାଦକ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.