ETV Bharat / city

ଚିଟଫଣ୍ଡ ମାମଲା: ସିସୋରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି

author img

By

Published : Feb 26, 2021, 6:20 PM IST

ସିସୋର ଚିଟପଣ୍ଡ ମାମଲାରେ ସିସୋର କମ୍ପାନୀର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି । ବାଜ୍ୟାପ୍ତି କଲେ ସ୍ୱତନ୍ତ୍ର ଓପିଆଇଡି କୋର୍ଟ । ଅଧିକ ପଢନ୍ତୁ...

ସିସୋରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି
ସିସୋରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି

କଟକ: ସିସୋର ଚିଟଫଣ୍ଡ ମାମଲା । ବହୁ ଚର୍ଚ୍ଚିତ ସିସୋର ଚିଟପଣ୍ଡ ମାମଲାରେ ସିସୋର କମ୍ପାନୀର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି । ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଓପିଆଇଡି କୋର୍ଟ ।

ସିସୋରର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି

ସିସୋର କମ୍ପାନୀର ମୋଟ ୧୯୭ ଏକର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ 200 କେଜି ରୂପା ଓ 1385 ଗ୍ରାମ ସୁନା ଗହଣା ବାଜ୍ୟାପ୍ତି । ମୋଟ ୧ କୋଟି ୮୮ ଲକ୍ଷ ୭୫ ହଜାର ବ୍ୟାଙ୍କ ଜମା ବାଜ୍ୟାପ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.