ETV Bharat / city

ଖୋଲୁଛି ପାଠକଙ୍କ ପେଡି - sit team started investigation on pathak link news

ଅଭୟଙ୍କ ପୁଅ ଆକାଶର ଭୁବନେଶ୍ବର ଏବଂ ପୁଣେରେ ଥିବା ତିନି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ସୂଚନା ମିଳିଛି ।

ଖୋଲୁଛି ପାଠକଙ୍କ ପେଡି
ଖୋଲୁଛି ପାଠକଙ୍କ ପେଡି
author img

By

Published : Dec 1, 2020, 9:52 PM IST

କଟକ: ଖୋଲୁଛି ଅଫିସର ପାଠକଙ୍କ ପେଡି । ଅଭୟଙ୍କ ପୁଅ ଆକାଶର ଭୁବନେଶ୍ବର ଏବଂ ପୁଣେରେ ଥିବା ତିନି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ସୂଚନା ମିଳିଛି ।

ମଙ୍ଗଳବାର ବନ ବିଭାଗର ତିନି ଅଧିକାରୀଙ୍କୁ SIT ଜେରା କରିଛି । ଟୁର ଅପରେଟରଙ୍କ ସହିତ ଅଭୟକାନ୍ତଙ୍କ ଡ୍ରାଇଭରକୁ ମଧ୍ୟ ଜେରା କରିଛି SIT। ସେହିପରି ଜବତ ହୋଇଥିବା ସିସିଟିଭି ଫୁଟେଜରୁ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି ।

ପାଠକ କାମ କରିଥିବା ବିଭିନ୍ନ ସ୍ଥାନ ସହିତ PCCF କାର୍ଯ୍ୟାଳୟରେ ବି ଯାଞ୍ଚ କରାଯାଇଛି । ଜବତ ହୋଇଥିବା ମୋବାଇଲ, ଲାପଟପକୁ ଯାଞ୍ଚ କରୁଛି SFSL । ତେବେ SIT ଟିମରେ ୩ ଅତିରିକ୍ତ ଏସପି, ୪ ଡିଏସପି ଏବଂ ୩ ଇନ୍ସପେକ୍ଟର ଥିବା ନେଇ ଭିଜିଲାନ୍ସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.