ETV Bharat / city

ବାଲିଯାତ୍ରାରେ ଦିଲ୍‌ ଜିତିଲେ ଦଲେର

ଐତିହାସିକ ବାଲିଯାତ୍ରାରେ ବଲିଉଡ ସିଙ୍ଗର ଦଲେର ମେହେନ୍ଦି । କ୍ୟାରିୟରରେ ଗାଇଥିବା ପ୍ରମୁଖ ଗୀତ ଗାଇ ଦର୍ଶକଙ୍କ ମନ ମହିଲେ ଦିଲେର ।

ବାଲିଯାତ୍ରାରେ ଦିଲ୍‌ ଜିତିଲେ ଦଲେର
author img

By

Published : Nov 17, 2019, 3:58 AM IST

କଟକ: ଦିଲ ଜିତିଲେ ଦଲେର । ବାଲିଯାତ୍ରା ପଡିଆରେ ଧୁମ୍ ମଚାଇଲେ ବଲିଉଡ ସିଙ୍ଗର ଦଲେର ମେହେନ୍ଦୀ । ଲୋକଙ୍କୁ ନଚାଇବା ସହ ନିଜେ ମଧ୍ୟ ନାଚିଲେ ।

ବାଲିଯାତ୍ରାରେ ଦିଲ୍‌ ଜିତିଲେ ଦଲେର

ଦଲେରଙ୍କ ପପୁଲାର ସଙ୍ଗ୍ ବୋଲୋ ତାରା ରା ରା ଗୀତଠୁ ଆରମ୍ଭ କରି ବାହୁବଲି ଟାଇଟେଲ ସଙ୍ଗ ଭଳି ଗୀତରେ ଝୁମିଥିଲେ ଦର୍ଶକ । ତେବେ ଆଗାମୀ ଦିନରେ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳେ ତେବେ ସେ ଖୁସିରେ ଓଡ଼ିଆ ଗୀତ ଗାଇବେ ବୋଲି କହିଛନ୍ତି ।

ଅନ୍ୟପଟେ ଦଲେରଙ୍କ ପ୍ରତି ଗୀତକୁ ଖୁବ୍ ନିକଟରୁ ଦେଖି ବେଶ ଆନନ୍ଦିତ ହୋଇଥିଲେ ଦର୍ଶକ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଐତିହାସିକ ବାଲିଯାତ୍ରା ରେ ବଲିଉଡ ସିଙ୍ଗର ଦଲେର ମେହେନ୍ଦି । କ୍ୟାରିୟର ରେ ଗାଇଥିବା ପ୍ରମୁଖ ଗୀତ ଗାଇ ଦର୍ଶକଙ୍କ ମନ ମୋଇଲେ ଦିଲେର । ବାଲିଯାତ୍ରା ଇତିହାସ ରେ ଯୋଡିଲେ ଆଉ ଏକ ଫରଦ୍ଦ । ଜୀବନରେ ଗାଇଥିବା ଅନେକ ଲୋକପ୍ରିୟ ଗାଇ ବୈଷ୍ଣବ ପାଣି ମଞ୍ଚ ଦୋହଲାଇଲେ ଦଲେର ।

Body:ଭିଓ୧: ଦିଲ ଜିତିଲେ ଦଳେର । ବାଲିଯାତ୍ରା ପଡିଆ ରେ ଧୁମ ମଚାଇଲେ ବଲିଉଡ ସିଙ୍ଗର ଦଳେର ମେହେନ୍ଦୀ । ଲୋକଙ୍କୁ ନଚାଇବା ସହ ନିଜେ ମଧ୍ୟ ନାଚିଲେ ସେ । ବୋଲୋ ତାରା ରାରା ଗୀତଠୁ ଆରମ୍ଭ କରି ବାହୁବଲି ଟାଇଟେଲ ସଙ୍ଗ ପେଯ୍ୟନ୍ତ ସବୁ ଗୀତ ରେ ଝୁମିଲେ ଦର୍ଶକ । ଏହାସହିତ ଯଦି ଆଗାମୀ ଦିନରେ ଓଡ଼ିଆ ଫିଲ୍ମ ରେ ସୁଯୋଗ ମିଳେ ତେବେ ମନ ଖୁସି ରେ ଓଡ଼ିଆ ଗୀତ ଗାଇବି ବୋଲି କହିଛନ୍ତି ଦଲେର ମେହେନ୍ଦୀ ।

ବାଇଟ: ଦଳେର ମେହେନ୍ଦୀ( ବଲିଉଡ ସିଙ୍ଗର)

ଭିଓ୨: ଅନ୍ୟପଟେ ଦଳେରଙ୍କ ପ୍ରତି ଗୀତ କୁ ଖୁବ ନିକଟରୁ ଦେଖି ବେଶ ଆନନ୍ଦିତ ଦର୍ଶକ । ସତେ ଯେପରି ଟିଭି ପରଦା ରୁ ବାହାରି ବାଲିଯାତ୍ରା ପଡିଆ ରେ ଉଭା ହୋଇଛନ୍ତି ସେ । ସ୍ୱପ୍ନ ବାସ୍ତବ ଭଳି ପ୍ରତିତ ହେଉଛି ବୋଲି କହିଛନ୍ତି ଦର୍ଶକ ।

ବାଇଟ: ଦର୍ଶକ
ବାଇଟ: ଦର୍ଶକ

Conclusion:ଫାଭିଓ: ତେବେ ବାଲିଯାତ୍ରା ଇତିହାସ ରେ ଏପରି ଆୟୋଜନ କୁ ବେଶ ଗ୍ରହଣ କରିଛନ୍ତି ଦର୍ଶକ । କାରଣ ନିଜର ପସନ୍ଦଦାର ଷ୍ଟାର କୁ ପାଖରେ ପାଇ କିଏ ବା ହରାଇବାକୁ ଚାହିଁବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.