ETV Bharat / city

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା: କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ

author img

By

Published : Dec 13, 2019, 5:04 AM IST

ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ କମଳାକାନ୍ତ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଅଧିକ ପଢନ୍ତୁ...

semantic elemental chitfund fradulent case, kamalakant das on conditional bail, cuttack latest news, କଟକ ଲାଟେଷ୍ଟ ନ୍ୟୁଜ୍‌, କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ, ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା
ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲା: କମଳାକାନ୍ତ ଦାସଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ କମଳାକାନ୍ତ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଗିରଫ ହୋଇଥିବା ହୋଟେଲ ମାଲିକ କମଳାକାନ୍ତ ଦାସଙ୍କ ପକ୍ଷରୁ ରୁଜୁ ଜାମିନ ଆବେଦନ ମାମଲାର ଶୁଣାଣି କରି ଗୁରୁବାର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ପୂର୍ବରୁ ଅଦାଲତ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ। ତେବେ 1 ଲକ୍ଷ ଟଙ୍କାର 2 ଜଣ ଜାମିନଦାର ଓ 30 ଲକ୍ଷ ଟଙ୍କା ପୈଠ କରିବା ସହ 70 ଲକ୍ଷ ଟଙ୍କାର ସମ୍ପତ୍ତି ଜମା କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ସୂଚନାଯୋଗ୍ୟ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ସିବିଆଇ ଗତ ସେପ୍ଟେମ୍ବର 19 ତାରିଖରେ ହୋଟେଲ ସୋଲାନ ଇନର ମାଲିକ କମଳାକାନ୍ତ ଦାସ ଓ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ହୋଟେଲ ମାଲିକ କମଳାକାନ୍ତ ଦାସ ଙ୍କ ପକ୍ଷରୁ ରୁଜୁ ଜାମିନ ଆବେଦନ ମାମଲାର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।ପୂର୍ବରୁ ଅଦାଲତ ମାମଲାର ଶୁଣାଣି କରି ରାୟ କୁ ସଂରକ୍ଷିତ ରଖିଥିଲେ।ତେବେ ୧ ଲକ୍ଷ ଟଙ୍କାର ୨ ଜଣ ଜାମିନଦାର,୩୦ ଲକ୍ଷ ଟଙ୍କା ପୈଠ କରିବା ସହ ୭୦ ଲକ୍ଷ ଟଙ୍କାର ସମ୍ପତି ଜମା କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।ସୂଚନାଯୋଗ୍ୟ ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଗତ ସେପ୍ଟେମ୍ବର ୧୯ ତାରିଖରେ ହୋଟେଲ ସୋଲାନ ଇନ ର ମାଲିକ କମଳାକାନ୍ତ ଦାଶ ଓ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.