ETV Bharat / city

ଛାଡ଼ଖାଇ: ମାଛ ମାର୍କେଟରେ ବାଲିଯାତ୍ରା ଭିଡ

author img

By

Published : Nov 13, 2019, 11:53 AM IST

ଆଜି ହେଉଛି ଛାଡ଼ଖାଇ । କଟକ ଯୋବ୍ରା ଆନିକଟ ମାଛ ଦେକାନରେ ଖାଉଟିଙ୍କ ପ୍ରବଳ ଭିଡ ।

ଛାଡ଼ଖାଇରେ ମାଛ ମାର୍କେଟ ଗରମ

କଟକ: ସରିଲା ଧର୍ମ ମାସ କାର୍ତ୍ତିକ । ଆଉ ଆଜି ହେଉଛି ଛାଡ଼ଖାଇ । ତେବେ କଟକ ଯୋବ୍ରା ଆନିକଟ ମାଛ ବଜାରରେ ସକାଳୁ ସକାଳୁ ମାଛ ଦୋକନରେ ବାଲିଯାତ୍ରା ପରି ଭିଡ ଦେଖିବାକୁ ମିଳିଛି । ସାମାନ୍ୟ ଦର ବୃଦ୍ଧି ସତ୍ତ୍ବେ ବି ମାଛ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।

ଛାଡ଼ଖାଇରେ ମାଛ ମାର୍କେଟ ଗରମ

କାର୍ତ୍ତିକ ମାସ ସାରା ଲୋକେ ଆମିଁଷ ଛାଡିଥିବା ବେଳେ ଆଜିର ଦିନକୁ ଅନେକ ବ୍ୟକ୍ତି ଚାହିଁ ରହିଥାନ୍ତି । ଏ ହେଉଛି ଯୋବ୍ରା ଆନିକଟ ମାଛ ବଜାର । ଯେଉଁଠି ଦେଶୀ ରୋହୀ 300ଟଙ୍କା, ପାମ୍ପ୍ଲେଟ 800, ଚିଙ୍ଗୁଡି 600 ଓ ଅନ୍ୟ ମାଛ 250 ଟଙ୍କାରେ ବିକ୍ରି ହେଉଛି । ଆଉ ଏହି ରେଟକୁ ଖାଉଟିଙ୍କ ଖାତିର ନାହିଁ । କାରଣ ଦର ଯେତେ ହେଲେ ବି ଆଜି ଆମିଁଷ ଖାଇବା ସୁନିଶ୍ଚିତ, ନହେଲେ ଛାଡଖାଇର ମୂଲ୍ୟ ରହିବ ନାହିଁ ବୋଲି କିଛି ଖାଉଟି ନିଜ ପ୍ରତିକ୍ରିୟାରେ କହିଛନ୍ତି । ମାଂସ ଅଣ୍ଡା ଉପରେ ଲୋକଙ୍କ ଚାହିଦା ରହିଥିବା ସତ୍ତ୍ବେ ବି ମାଛ ମାର୍କେଟରେ ଲୋକଙ୍କ ଭିଡ ରହିଥିବା ନେଇ ବ୍ୟବସାୟୀମାନେ ଖୁସି ବ୍ୟକ୍ତ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ: ଛାଡ଼ଖାଇ ରେ ଜମୁଛି ମାଛ ମାର୍କେଟ ।ସକାଳୁ ସକାଳୁ ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ । ମାଛ ରେଟ ସମାନ୍ୟ ଚଢା ରହିଥିବାରୁ ଲୋକ ମାନେ ମଧ୍ୟ କିଣିବାରେ ବ୍ୟସ୍ତ । କାରଣ ଆଜିର ଦିନକୁ ଅନେକ ବ୍ୟକ୍ତି ଚାହିଁ ରହିଥାନ୍ତି । କାରଣ ଆଜି ଛାଡ଼ ଖାଇ ରେ ଘରେ ଟିକେ ଆମିଷ ହେବ ଆଉ ସମସ୍ତେ ଖୁସି ରେ ଟିକ ଖାଇବେ ।

ଏହାସହିତ ଆଜି ଯେଉଁ ମାଛ ମୂଲ୍ୟ ରହିଛି ତାହା ମଧ୍ୟ ବେଶ ଉଚା ନୁହେଁ । ଦେଶୀ ରୋହି 300 ଟଙ୍କା , ପାମ୍ପ୍ଲେଟ 800, ଚିଙ୍ଗୁଡ଼ି 600 ଆଡ ନଇ ମାଛ 250 ରେ ବିକ୍ରି କରାଯାଇଛି । ଏହି ମୂଲ୍ଯରେ ଆଜି ମିଳିବା ସ୍ବଭାବିକ କଥା । କାରଣ ଆଜି ଅନେକ ଲୋକ ଆମିଷ ଖାଇବା ପାଇଁ ଏକପ୍ରକାର ସ୍ଥିର କରିସାରିଥାନ୍ତି ।

ତେବେ ଖାଉଟି ଙ୍କ କହିବାନୁସାରେ , ମାଛ ରେଟ ସାମାନ୍ୟ ଉଚା ରହିଛି । କିନ୍ତୁ ଆମେ କିଣିବାକୁ ବାଧ୍ୟ । ନହଲେ ଛାଡ଼ଖାଇ ର ମୂଲ୍ୟ ରହିବ ନାହିଁ ।

Body:ବାଇଟ: ମାଛ ବ୍ୟବସାୟୀ
ବାଇଟ: ଗ୍ରାହକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.