ETV Bharat / city

48 ଘଣ୍ଟାରେ ଦାବି ନ ଶୁଣିଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ହେବ: ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ - ଡ଼ାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଡ଼ାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛି ଏସସିବି ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ । ବଡ ମେଡିକାଲରେ ରୋଗୀ ସେବା ବ୍ୟାହତ । ଅଧିକ ପଢନ୍ତୁ

48 ଘଣ୍ଟାରେ ଦାବି ନ ଶୁଣିଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ହେବ: Resident Doctors Association

author img

By

Published : Dec 29, 2021, 4:00 PM IST

Updated : Dec 29, 2021, 5:23 PM IST

କଟକ : ସାତ ଦିନ ଧରି ଚାଲିଥିବା ଡ଼ାକ୍ତରୀ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛି ଏସସିବି ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍(Scb Resident Doctors Association) । ଦିଲ୍ଲୀରେ ବିକ୍ଷୋଭ ବେଳେ ଡ଼ାକ୍ତର ଛାତ୍ରଛାତ୍ରୀଙ୍କୁ ପୋଲିସର ଲାଠିଚାର୍ଜ ଓ ମାଡ଼ ପ୍ରତିବାଦରେ ବୁଧବାର କଟକ ଏସସିବି ଆରଡିଏ ପକ୍ଷରୁ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କେବଳ ଜରୁରୀକାଳିନ ସେବାକୁ ଛାଡି ଇନଡୋର ଓ ଆଉଟଡୋର ସେବା ବନ୍ଦ କରିଛନ୍ତି ୨୬୦ ଜଣ ସିନିଅର ରେସିଡେଣ୍ଟ ଡାକ୍ତର ।

48 ଘଣ୍ଟାରେ ଦାବି ନ ଶୁଣିଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ହେବ: ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍

ପୂର୍ବରୁ ୪୩୨ ଜଣ ପିଜି ଛାତ୍ରଛାତ୍ରୀ ଏହି ଆନ୍ଦୋଳନ ଜାରି ରଖିଥଲାବେଳେ ଆଜି(ବୁଧବାର) ମଧ୍ୟ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି । ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିପାରିନାହିଁ । ଯଦି 48 ଘଣ୍ଟା ମଧ୍ୟରେ ଏହି ଦିଗରେ କୌଣସି ନିଷ୍ପତ୍ତି ନ ଆସେ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବା ନିଶ୍ଚୟ ବୋଲି ସ୍ପଷ୍ଟ କରିଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 29, 2021, 5:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.