ETV Bharat / city

ଟ୍ରାଫିକ କଟକଣାକୁ ନେଇ ଡିଜି ଅଫିସ ଘେରିବେ କଂଗ୍ରେସ ଓ ବାମଦଳ

କଟକରେ ଟ୍ରାଫିକ କଟକଣା ସହ ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତା ୧୨ ତାରିଖରେ କଂଗ୍ରେସ ସମେତ ସିପିଆଇ, ସିପିଏମ ଓ ଓଡିଶା ସୁରକ୍ଷା ସେନା ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ।

author img

By

Published : Sep 9, 2019, 8:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସହରରେ ଲାଗୁ ହୋଇଥିବା ଟ୍ରାଫିକ କଟକଣା ସହ ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ସହ 3ଟି ପ୍ରମୁଖ ଦଳ ଆନ୍ଦୋଳନକୁ ଓହ୍ଲାଇବେ । କଂଗ୍ରେସ, ସିପିଆଇ, ସିପିଏମ ଓ ଓଡିଶା ସୁରକ୍ଷା ସେନାର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହା ସହ କଟକ ସହର ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯିବ। ଏ ସଂପର୍କରେ ବାରବାଟୀ କଟକର ବିଧାୟକ ମହମ୍ମଦ ମୋକିମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସହରରେ ରାସ୍ତାଘାଟ ମରାମତି କରାନଯାଇ ସାଧାରଣ ଲୋକଙ୍କ ଉପରେ ଫାଇନ ନାଁରେ ଜୁଲମ କରାଯାଉଥିବା ଅଭିଯୋଗ କରିଛନ୍ତି ଏହି ୩ ପ୍ରମୁଖ ଦଳ। ସେହିପରି କଟକ ସହରରୁ ପ୍ରମୁଖ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଉଛି । ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଟ୍ରାଫିକ କଟକଣାକୁ କୋହଳ କରିବାକୁ ଦାବି କରିଛନ୍ତି ମହମ୍ମଦ ମୋକିମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଟ୍ରାଫିକ କଟକଣା ସହ ବିଭିନ୍ନ ସମସ୍ୟା କୁ ନେଇ ପ୍ରତିବାଦ କୁ ଓଲ୍ହାଇବ କଂଗ୍ରେସ ସହ ୩ ପ୍ରମୁଖ ଦଳ।କଂଗ୍ରେସ ,ସିପିଆଇ ,ସିପିଏମ ଓ ଓଡିଶା ସୁରକ୍ଷା ସେନାର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରେ ଡିଜି ଅଫିସ ଆଗରେ ବିକ୍ଷୋବ ପ୍ରଦର୍ଶନ କରାଯିବ।ସହରରେ ରାସ୍ଥା ଘାଟ ମରାମତି କରାନଯାଇ ସାଧାରଣ ଲୋକଙ୍କ ଉପରେ ଫାଇନ ନାଁ ରେ ଜୁଲମ କରାଯାଉଥିବା ଅଭିଯୋଗ କରିଛନ୍ତି ଏହି ୩ ପ୍ରମୁଖ ଦଳ।ସେହିପରି କଟକ ସହରରୁ ବିଭିନ୍ନ କାର୍ଯ୍ୟାଳୟ କୁ ସ୍ଥାନାନ୍ତରିତ କରାଯାଉଛି।ତେବେ ଏହି ସବୁ ସମସ୍ୟାକୁ ନେଇ ଆସନ୍ତା ଗୁରୁବାର ଦିନ ଡିଜି ଅଫିସ ଆଗରେ ପ୍ରତିବାଦ କରାଯିବ ବୋଲି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ଅବସରରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କଟକ ସହର ମଧ୍ୟରେ କରାଯିବ।ତେବେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଟ୍ରାଫିକ କଟକଣା କୁ ସ୍ଥଗିତ ରଖିବାକୁ ଦାବି ହୋଇଛି।

ବାଇଟ - ଇଂ ମହମ୍ମଦ ମୋକିମ,ବିଧାୟକ,କଟକ ବାରବାଟୀ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.