ETV Bharat / city

ସଟଡାଉନ ପରେ ବି ସୁଧୁରୁ ନାହାନ୍ତି ଅମାନିଆ

author img

By

Published : Jun 16, 2020, 4:53 AM IST

ସଟଡାଉନ ଘୋଷଣା ହେବା ପରେ ଅମାନିଆ କିଛିଟା ସୁଧୁରିବେ ବୋଲି ଆଶା କରାଯାଇଥିଲା । କିନ୍ତୁ କଟକରେ ପୁଣି ଦେଖା ଦେଇଛି ପୂର୍ବ ସ୍ଥିତି । ନିୟମ ଉଲଙ୍ଘନ କରି ଲୋକ ଗଣୁଛନ୍ତି ତଣ୍ଡ । ଅଧିକ ପଢ଼ନ୍ତୁ...

people violating COVID-19 rules, cuttack news, 2days shutdown, ସଟଡାଉନ ପରେ ବି ସୁଧୁରୁ ନାହାନ୍ତି କଟକବାସୀ, ବଢ଼ିଲା ଫାଇନ ପରିଧି
ସଟଡାଉନ ପରେ ବି ସୁଧୁରୁ ନାହାନ୍ତି ଅମାନିଆ

କଟକ: ସଟଡାଉନ ପରେ ସୁଧୁରୁ ଥିବା ସ୍ଥିତି ପୁଣି ବିଗିଡିଲା । ଆଗରୁ ଯାହା ଥିଲା ଏବେ ବଢ଼ିଲା ଫାଇନ ପରିଧି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଏତେ ଥର କହିଲା ପରେ ମଧ୍ୟ କଟକରେ ବଢି ଚାଲିଛି ଅମାନିଆଙ୍କ ରାଜ । ଯାହାପାଇଁ ଫାଇନ ମଧ୍ୟ ଗଣୁଛନ୍ତି ଏମାନେ ।

ସଟଡାଉନ ସତ୍ତ୍ବେ ମାନୁ ନାହାନ୍ତି କଟକ ବାସିନ୍ଦା । ବିନା ମାସ୍କରେ ବୁଲିବା ସହ ସାମାଜିକ ଦୂରତା ମଧ୍ୟ ବଜାୟ ରଖିବାକୁ ନାରାଜ । ସଟ ଡାଉନ ଘୋଷଣା ହେବାର ଦିନ ଦୁଇ ଦିନରେ ପରିସ୍ଥିତିରେ କିଛିଟା ସୁଧାର ଆସିଥିଲା କିନ୍ତୁ ଏବେ ପୁଣି ଥରେ ଯଥା ପୂର୍ବଂ ତଥା ପରଂ ସ୍ଥିତି ହୋଇଛି । ପୁଣି ଲୋକ ବାହାରି ଆସିଛନ୍ତି ରାସ୍ତା ଉପରକୁ । ସୋମବାର ବିନା ମାସ୍କରେ 393 ଜଣ ଫାଇନ ଗଣିଥିଲା ବେଳେ ସାମଜିକ ଦୂରତ୍ବ ନିୟମ ଉଲଙ୍ଘନ କରି 351 ଜଣ ତଣ୍ଡ ଗଣିଛନ୍ତି । ତେବେ ଯାହା ଜଣାପଡୁଛି ଆଉ କିଛି ଦିନ ଗଲେ ଏହା ହଜାର ପାର ହୋଇଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.