ETV Bharat / city

କୋରୋନା କଟକଣା ବେଖାତିର, ତଣ୍ଡ ଗଣୁଛନ୍ତି କଟକବାସୀ - କଟକ ଲାଟେଷ୍ଟ ନ୍ୟୁଜ୍‌

ଦେଶରେ କୋରୋନା ସଂକ୍ରମଣ ଗମ୍ଭୀର ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଏପରି ସମୟରେ ସଚେତନ ହେବା ବଦଳରେ ଲୋକେ ଅଧିକ ବେଖାତିର ହେଉଥିବା ଦେଖାଯାଉଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସିଲଭର ସିଟିରେ । ଅଧିକ ପଢ଼ନ୍ତୁ...

corona rule violation in cuttack, cuttack latest news, corona update in cuttack, corona restriction in cuttack, କଟକରେ ଅମାନିଆଙ୍କ ରାଜ, କଟକରେ କୋରୋନା କଟକଣା ଅବମାନନା, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ କୋରୋନା ଅପଡେଟ
କୋରୋନା କଟକଣା ବେଖାତିର, ତଣ୍ଡ ଗଣୁଛନ୍ତି କଟକବାସୀ
author img

By

Published : Jun 23, 2020, 3:57 AM IST

କଟକ: ଦେଶରେ କୋରୋନା ସଂକ୍ରମଣ ଗମ୍ଭୀର ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଏପରି ସମୟରେ ସଚେତନ ହେବା ବଦଳରେ ଲୋକେ ଅଧିକ ବେଖାତିର ହେଉଥିବା ଦେଖାଯାଉଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସିଲଭର ସିଟିରେ । ଲୋକେ ନାନା ସଚେତନତା ସତ୍ତ୍ବେ ମାସ୍କ ବ୍ୟବହାର ତ ଦୂରର କଥା ସାମାଜିକ ଦୂରତ୍ବକୁ ମାନୁ ନଥିବା ଦେଖାଯାଉଛି ।

ସହରରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ବେଳେ ଜାରି ରହିଛି ଅମାନିଆଙ୍କ ରାଜ । ରାଜରାସ୍ତାରେ ଲୋକେ ବେଧଡକ ଗହଳି ଜମାଉଥିବା ବେଳେ ମାସ୍କର ବ୍ୟବହାର ମଧ୍ୟ ଖୁବ କମ ହେଉଥିବା ଦେଖାଯାଉଛି । ଫଳରେ ଏହି ଅମାନିଆଙ୍କଠାରୁ ପୋଲିସ ଆଦାୟ କରୁଛି ତଣ୍ଡ ।

ସୋମବାର ବିନା ମାସ୍କରେ 311 ଜଣ ଫାଇନ ଗଣିଥିବା ବେଳେ 383 ଜଣ ସାମାଜିକ ଦୂରତ୍ବକୁ ଅଵମାନନା କରି ତଣ୍ଡ ଗଣିଛନ୍ତି । ତେବେ ଏହି ପ୍ରକ୍ରିୟା କେବେ ସରିବ ତାକୁ ନେଇ ଏବେ ସୃଷ୍ଟି ହୋଇଛି ବ ପ୍ରଶ୍ନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.