ETV Bharat / city

ପ୍ରକାଶ ପାଇଲା OTET ପରୀକ୍ଷାଫଳ

author img

By

Published : Nov 21, 2019, 5:57 PM IST

Updated : Nov 21, 2019, 11:42 PM IST

ପ୍ରକାଶ ପାଇଲା OTET ରେଜଲ୍ଟ । ବୋର୍ଡ ୱେବସାଇଟ http://bseodisha.ac.in ରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ ।

ଫାଇଲ ଫଟୋ

କଟକ: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ । ବୋର୍ଡ଼ ୱେବ ସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷାର୍ଥୀ ମାନେ www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଜାଣିପାରିବେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ଫଳ ହୋଇଥିବା ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଚଳିତ ବର୍ଷ ମୋଟ 1ଲକ୍ଷ 2ହଜାର 438 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନେଇଥିଲେ । କିଛି ଦିନ ତଳେ ଓଟିଇଟି ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରି ଅଭିଯୋଗକୁ ବୋର୍ଡ ଓ ବିଭାଗୀୟ ମନ୍ତ୍ରୀ ଅସ୍ୱୀକାର କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଉ କିଛି ସମୟ ମଧ୍ୟରେ ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ।ବୋର୍ଡ଼ ୱେବ ସାଇଟ ମାଧ୍ୟମରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ।ପରୀକ୍ଷାର୍ଥୀ ମାନେ ଏହି ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଜାଣି ପାରିବେ।www.bseodisha.ac.in ରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ।Body:No needConclusion:No need
Last Updated : Nov 21, 2019, 11:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.