ETV Bharat / city

ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଲେ ରାଜ୍ୟପାଳ, ଆସନ୍ତା ଅପ୍ରେଲ ୧ରେ ହେବ ରିଲିଜ୍ - ବନ୍ଦେ ଉତ୍କଳ ଜନନୀ ଗାନ କଲେ ରାଜ୍ୟପାଳ

ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କଟକର ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ

ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଲେ ରାଜ୍ୟପାଳ
ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଲେ ରାଜ୍ୟପାଳ
author img

By

Published : Feb 28, 2022, 4:20 PM IST

କଟକ: ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କଟକର ଏକ ଷ୍ଟୁଡିଓରେ ଗୀତ ଗାଇଛନ୍ତି ରାଜ୍ୟପାଳ। ଓଡ଼ିଆରେ ଗୀତ ଗାଇ ରାଜ୍ୟପାଳ ବେଶ ଖୁସି ପ୍ରକଟ କରିଛନ୍ତି ।

ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଲେ ରାଜ୍ୟପାଳ

ଏହାବି ପଢନ୍ତୁ : Evacuation Mission: ଅପରେସନ ଗଙ୍ଗା, ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ ମନ୍ତ୍ରୀ ପଠାଇବେ ମୋଦି

ପ୍ରେମାନନ୍ଦ ଏହି ଗୀତକୁ ନିର୍ଦ୍ଦେଶନା ଦେଇଥିବାବେଳେ ରାଜ୍ୟପାଳଙ୍କ ସହ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦୀପ୍ତିରେଖା ଓ ଛାତ୍ରୀମାନେ ବି ଗାଇଛନ୍ତି । ତେବେ ଏହା ଆସନ୍ତା ଅପ୍ରେଲ ୧ ଅର୍ଥାତ ଉତ୍କଳ ଦିବସରେ ରିଲିଜ କରାଯିବ। ଦୁଇଟି ଟେକରେ ରାଜ୍ୟପାଳ ଏହା ଗାଇଛନ୍ତି । ଗୀତର ସମୟ ସୀମାକୁ ୩ ମିନିଟ ୨୦ ସେକେଣ୍ଡରେ ସୀମିତ ରଖାଯାଇଛି ବୋଲି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.