ETV Bharat / city

ବାରବାଟୀ ଆୟୋଜନ ହେବ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌

ବାରବାଟୀ ଷ୍ଟଡିୟମରେ ଆୟୋଜିତ ହେବ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବିଶ୍ବର ଜଣାଶୁଣା କ୍ରିକେଟର ଏଥିରେ ଭାଗ ନେବେ । ଅଧିକ ପଢ଼ନ୍ତୁ

ବାରବାଟୀ ଆୟୋଜନ ହେବ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌
ବାରବାଟୀ ଆୟୋଜନ ହେବ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌
author img

By

Published : Aug 3, 2022, 10:03 PM IST

କଟକ: ସେହୱାଗ ଓ ଗାଙ୍ଗୁଲୀଙ୍କ ଚୌକା ଛକାର ମଜା ନେବେ ଓଡ଼ିଶା ବାସୀ । ବାରବାଟୀ ଷ୍ଟଡିୟମରେ ଆୟୋଜିତ ହେବ ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବିଶ୍ବର ଜଣାଶୁଣା କ୍ରିକେଟର ଏଥିରେ ଭାଗ ନେବେ । ଖୁବଶୀଘ୍ର ପ୍ରକାଶ ପାଇବ ଖେଳ ସୂଚୀ ।

ଭାରତରେ ମୋଟ ୫ଟି ଭେନ୍ୟୁରେ ଏହି ଲିଜେଣ୍ଡ୍ସ କ୍ରିକେଟ୍‌ ଲିଗ୍‌ ଖେଳାଯିବ । ସେଥିମଧ୍ୟରୁ ବାରବାଟୀ ଷ୍ଟଡିୟମ ଅନ୍ୟତମ ଷ୍ଟାଡିୟମ ରହିଛି । ମୋଟ ୬୦ରୁ ଅଧିକ ପ୍ରକ୍ଷାତ ଖେଳାଳି ଏଥିରେ ଭାଗ ନେବେ । ଖେଳାଳିଙ୍କ ତାଲିକାରେ ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହୱାଗ, ମୁଥୟା ମୁରଲୀଧରନ୍, ଡେଲ୍‌ ଷ୍ଟେନ୍‌, ମିଚେଲ ଜନସନଙ୍କ କମ୍ବିଦନ୍ତୀ ସାମିଲ ରହିଛନ୍ତି ।

ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଲିଜେଣ୍ଡ୍ସ କ୍ରିକେଟ ଲିଗ୍‌ କର୍ତ୍ତୃପକ୍ଷ ଏହି ଲିଗ୍‌କୁ ନେଇ ଓସିଏ ସହ ଯୋଗାଯୋଗରେ ରହିଛନ୍ତି । ତେବେ ମ୍ୟାଚ୍‌ କେବେ ଖେଳାଯିବ ଏହାକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଏହାକୁ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.