ETV Bharat / city

କଡାକଡି ନିୟମ ସତ୍ତ୍ବେ ଅମାନିଆଙ୍କ ରାଜ, 24 ଘଣ୍ଟାରେ 15 ମାମଲା ରୁଜୁ

ରାଜ୍ୟର ବିଭିନ୍ନ ଥାନାରେ ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ମୋଟ 6826ଟି ମାମଲା ରୁଜୁ ହୋଇସାରିଛି । ଗତ ମାର୍ଚ୍ଚ 24ରୁ ଆଜି ଯାଏଁ ଏହି ସମସ୍ତ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

cuttack latest news, state police headquarter, corona update in odisha, rule violators in odisha, corona rule violation in odisha, କଟକ ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ଅମାନିଆଙ୍କ ରାଜ, ରାଜ୍ୟରେ କୋରୋନା ଅପଡେଟ, ରାଜ୍ୟରେ କୋରୋନା ନିୟମ ଉଲଙ୍ଘନ, ରାଜ୍ୟ ପୋଲିସ ମୁଖ୍ୟାଳୟ
କଡାକଡି ନିୟମ ସତ୍ତ୍ବେ ଅମାନିଆଙ୍କ ରାଜ, 24 ଘଣ୍ଟାରେ 15 ମାମଲା ରୁଜୁ
author img

By

Published : Jul 10, 2020, 9:26 PM IST

କଟକ: ରାଜ୍ୟରେ କୋରୋନା କଟକଣା କଡାକଡି ହେବା ସତ୍ତ୍ବେ ବଢି ଚାଲିଛି ଅମାନିଆଙ୍କ ରାଜ । ଏମିତିରେ ରାଜ୍ୟର ବିଭିନ୍ନ ଥାନାରେ ତାଲାବନ୍ଦ ନିୟମ ଉଲଙ୍ଘନ ଅଭିଯୋଗରେ ମୋଟ 6826ଟି ମାମଲା ରୁଜୁ ହୋଇସାରିଛି । ଗତ ମାର୍ଚ୍ଚ 24ରୁ ଆଜି ଯାଏଁ ଏହି ସମସ୍ତ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ଥାନାରେ 15ଟି ମାମଲା ରୁଜୁ କରାଯାଇଛି । ଏଥିରୁ 14ଟି ମାମଲା ତାଲାବନ୍ଦ ନିୟମ ଉଲଙ୍ଘନ କରିବା ଅଭିଯୋଗରେ ରୁଜୁ ବୋଇଥିବା ବେଳେ ଗୋଟିଏ ମାମଲା ହୋମ କ୍ବାରେଣ୍ଟାଇନ ନିୟମ ଉଲଙ୍ଘନ ଅଭିଯୋଗରେ ରୁଜୁ କରାଯାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.