ETV Bharat / city

କଟକରେ ହେବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ

author img

By

Published : Jun 22, 2022, 4:44 PM IST

Updated : Jun 22, 2022, 6:36 PM IST

କଟକସ୍ଥିତ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଜୁନ ୨୯ ତାରିଖରୁ ଖେଳାଯିବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ । ପ୍ରାୟ ସମସ୍ତ ରାଜ୍ୟରୁ ୬୫୦ ପୁରୁଷ ଓ ମହିଳା ଖେଳାଳୀ ଯୋଗଦେବେ । ଅଧିକ ପଢ଼ନ୍ତୁ

କଟକରେ ହେବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ
କଟକରେ ହେବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ

କଟକ: ଓଡ଼ିଶାରେ ଖେଳାଯିବ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପ । ଆସନ୍ତା ଜୁନ ୨୯ ତାରିଖରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଖେଳାଯିବ ଏହି ମେଗା ପ୍ରତିଯୋଗିତା । ତେବେ ଉଭୟ ରାଜ୍ୟ ସରକାର ଓ ରାଜ୍ୟ ଫେନସିଂ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ ୪ ଦିନ ଧରି ଆୟୋଜିତ ହେବ ।

୩୦ତମ ଜାତୀୟ ଜୁନିୟର ଫେନସିଂ ଚାମ୍ପିୟନସିପରେ ପ୍ରାୟ ସମସ୍ତ ରାଜ୍ୟରୁ ପୁରୁଷ ଓ ମହିଳା ଭାଗନେବେ । ମୋଟ ୬୫୦ ଖେଳାଳି ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଥିବା ସୂଚନା ମିଳିଛି । ତେବେ ଅନେକ ଦିନ ଧରି ଓଡିଶା ଦଳ ବିଭିନ୍ନ କ୍ୟାମ୍ପ ଜରିଆରେ ଭଲ ଅଭ୍ୟାସ କରି ଆସିଥିବାରୁ ଏହି ପ୍ରତିଯୋଗିତାରେ ନିଶ୍ଚିତ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ଏହି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ଫେନସିଂ ସଙ୍ଘ ।

ଇଟିଭି ଭାରତ, କଟକ

Last Updated : Jun 22, 2022, 6:36 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.