ETV Bharat / city

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

author img

By

Published : Jul 11, 2022, 9:08 PM IST

ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ । ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ମହିଳା କଂଗ୍ରେସ । ଅଧିକ ପଢନ୍ତୁ

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ

କଟକ : ଗ୍ୟାସ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ । କଟକ ମହିଳା କଂଗ୍ରେସ ପକ୍ଷରୁ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ମହିଳା କଂଗ୍ରେସ କର୍ମୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରବାଜି ଦେବା ସହ ପ୍ରତିବାଦ କରିଛନ୍ତି ।

ବର୍ଷକ ମଧ୍ୟରେ ଗ୍ୟାସ ଦର ବାରମ୍ବାର ବୃଦ୍ଧି ପାଉଛି । ଫଳରେ ମହିଳାମାନେ ପ୍ରଭାବିତ ହେଉଛନ୍ତି । ତେଣୁ ଏହାର ଦର ହ୍ରାସ କରିବାକୁ ଦାବୀ କରିଛି କଂଗ୍ରେସ । ତୁରନ୍ତ ଏନେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡା ଚେତାବନୀ ଦେଇଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.