ETV Bharat / city

37 ମେଧାବୀ ଦୃଷ୍ଟିବାଧତା ଛାତ୍ରଛାତ୍ରୀଙ୍କୁ ମିଳିଲା ଲାପଟପ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ । ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଟକରେ ପ୍ରଦାନ ଦୃଷ୍ଟିବାଧତା ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 17, 2020, 4:58 PM IST

laptop distributed to blind student in cuttack
ଦୃଷ୍ଟିହୀନ ଛାତ୍ର ଛାତ୍ରୀଙ୍କୁ ଲ୍ୟାପଟପ ପ୍ରଦାନ

କଟକ: କୌଣସି ଦିଗରେ କମ ନୁହଁନ୍ତି ଦୃଷ୍ଟିବାଧତା ଛାତ୍ରଛାତ୍ରୀ । ସମାଜରେ ସେମାନଙ୍କ ରହିଛି ଅନେକ ଦାୟିତ୍ୱ । ଶିକ୍ଷା ଦିଗରେ ସେମାନେ ଆଗକୁ ଯାଇ ଓଡିଶାକୁ କରିବେ ଗୌରବାନ୍ବିତ। ତେବେ ଏହି କ୍ରମରେ ଆଜି ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 37 ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପ୍ରଦାନ କରାଯାଇଛି । ଏହାସହ 10 ଦିବ୍ୟାଙ୍ଗ ଦମ୍ପତିଙ୍କୁ 50 ହଜାର ଲେଖାଁଏ ଆର୍ଥିକ ସହାୟତା ସହ ଲାପଟପ ମଧ୍ୟ ପ୍ରଦାନ କରାଯାଇଛି ।

ଯାହାଦ୍ୱାରା ସେମାନଙ୍କ ଜୀବନ ଆଗକୁ ଯାଇ ବେଶ ଉନ୍ନତ ହୋଇପାରିବ । ଏହାଛଡ଼ା ଏହି ପ୍ରୋତ୍ସାହନ ପ୍ରକ୍ରିୟା ଆଗକୁ ଜାରି ରହିବ । ଯାହାଦ୍ୱାରା ସମାଜର ବିକାଶ ହୋଇ ପାରିବ ବୋଲି କହିଛନ୍ତି ଏହି ଉତ୍ସବରେ ଉପସ୍ଥିତ ଅତରିକ୍ତ ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.