ETV Bharat / city

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ - ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ।

kunduli gangrape
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Dec 16, 2019, 3:28 PM IST

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସଆଇଟି ରିପୋର୍ଟ। ମୁଦା ଲଫାପାରେ ହାଇକୋର୍ଟରେ ଆଜି(ସୋମବାର) ଏସଆଇଟି ରିପୋର୍ଟ ଦାଖଲ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ଏସଆଇଟି ହାଇକୋର୍ଟଙ୍କୁ ଏକ ସପ୍ତାହ ସମୟ ମାଗିଥିଲେ । ତେବେ କୋର୍ଟ ଏହାକୁ ଗ୍ରହଣ କରି ଡିସେମ୍ବର ୨୩ ପର୍ଯ୍ୟନ୍ତ ଏସଆଇଟିକୁ ସମୟ ଦେଇଛନ୍ତି ।

ସୂଚନାଯୋଗ୍ୟ କୁନ୍ଦୁଲି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଥିଲା। ୩ ରେଞ୍ଜର ଓ ୩ ଜଣିଆ ଡ଼ିଆଇଜିଙ୍କୁ ନେଇ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ। ଡିସେମ୍ବର ୨୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟ ରେ ଆଜି ଦାଖଲ ହୋଇଛି ଏସଆଇଟି ରିପୋର୍ଟ।ମୁଦା ଲଫାପାରେ ହାଇକୋର୍ଟ ରେ ଆଜି ଏସଆଇଟି ରିପୋର୍ଟ ଦାଖଲ ହୋଇଛି।ଚୁଡାନ୍ତ ରିପୋର୍ଟ ଦାଖଲ ପାଇଁ ଏସଆଇଟି ହାଇକୋର୍ଟ ଙ୍କୁ ଏକ ସପ୍ତାହ ସମୟ ମାଗିଥିଲେ।ତେବେ କୋର୍ଟ ଏହାକୁ ଗ୍ରହଣ କରି ଏସଆଇଟି କୁ ଅଧିକ ସମୟ ଦେଇଛନ୍ତି।ଡିସେମ୍ବର ୨୩ ପର୍ଯ୍ୟନ୍ତ ଏସଆଇଟିକୁ ହାଇକୋର୍ଟ ସମୟ ଦେଇଛନ୍ତି।ସୂଚନାଯୋଗ୍ୟ କୁନ୍ଦୁଲି ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଥିଲା।୩ ରେଞ୍ଜ ର ୩ ଜଣିଆ ଡ଼ିଆଇଜି ଙ୍କୁ ନେଇ ହାଇକୋର୍ଟ ଏସଆଇଟି ଗଠନ କରିଥିଲେ।ଡିସେମ୍ବର ୨୩ ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.