ETV Bharat / city

ବାଲିଯାତ୍ରା ଫୁଟାଇଲା କିନ୍ନରଙ୍କ ମୁହଁରେ ହସ

ଓରମାସ ପଛ ପାର୍ଶ୍ଵରେ କିନ୍ନର ଓ ଦିବ୍ୟାଙ୍ଗ୍ ଷ୍ଟଲରେ କିନ୍ନରଙ୍କର ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ବିକ୍ରି ହେଉଛି । ନିଜ ହାତ ତିଆରି ଜିନିଷ ବିକ୍ରି କରି ଏମାନେ ଲାଭବାନ ହେଉଛନ୍ତି ।

author img

By

Published : Nov 21, 2019, 4:06 AM IST

ବାଲିଯାତ୍ରା ଫୁଟାଇଲା କିନ୍ନରଙ୍କ ମୁହଁରେ ହସ

କଟକ: ଆଉ କିଛି ଘଣ୍ଟା ପରେ ସମାପ୍ତ ହେବ ଚଳିତବର୍ଷ ବାଲିଯାତ୍ରା । ସେଥିପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକ କିଣାବିକାରେ ମସଗୁଲ୍ । ତେବେ ଏହାରି ଭିତରେ କିନ୍ନର ମଧ୍ୟ ମାନି ନାହାନ୍ତି ହାର । ନିଜ ହାତ ତିଆରି ଜିନିଷ ବିକ୍ରି କରି ଏମାନେ ଲାଭବାନ ହେଉଛନ୍ତି ।

ଓରମାସ ପଛ ପାର୍ଶ୍ଵରେ କିନ୍ନର ଓ ଦିବ୍ୟାଙ୍ଗ୍ ଷ୍ଟଲରେ କିନ୍ନରଙ୍କର ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ବିକ୍ରି ହେଉଛି । ପାମ୍ପଡ, ହଳଦୀ ଗୁଣ୍ଡ, ଶୀତ ଵସ୍ତ୍ର, ମିଶ୍ଚର, ଚା, କଫି ଏଭଳି ବିଭିନ୍ନ ପ୍ରକାର ଔଷଧୀୟ ତେଲ ଏହି ଷ୍ଟଲରେ ବ୍ୟବସାୟ କରୁଛନ୍ତି ଏମାନେ ।

ବାଲିଯାତ୍ରା ଫୁଟାଇଲା କିନ୍ନରଙ୍କ ମୁହଁରେ ହସ

ତେବେ ମଙ୍ଗଳବାର ବାଲିଯାତ୍ରା ଶେଷ ହେଉଥିବାରୁ ବ୍ୟବସାୟ ଭଲ ରହିଛି । ଅନ୍ୟପଟେ ଏହି ସମସ୍ତ ଘର କରଣା ସାମଗ୍ରୀକୁ ସୁଲଭ ମୂଲ୍ୟରେ କିଣି ଗ୍ରାହକ ମଧ୍ୟ ନିଜର ଖୁସି ଜାହିର କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଆଉ କିଛି ଘଂଟା ପରେ ସମାପ୍ତ ହେବ ଚଳିତବର୍ଷ ବାଲିଯାତ୍ରା । ସେଥିପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକ କିଣାବିକା ରେ ମସଗୁଲ । ତେବେ ଏହାରି ଭିତରେ କିନ୍ନର ମଧ୍ୟ ମାନି ନାହାନ୍ତି ହାର । ନିଜ ହାତ ତିଆରି ଜିନିଷ ବିକି ଲାଭବାନ ମଧ୍ୟ ହେଉଛନ୍ତି ସମସ୍ତେ ।

ଓରମାସ ପଛ ପାର୍ଶ୍ଵ ରେ କିନ୍ନର ଓ ଭିନ୍ନକ୍ଷମ ଷ୍ଟଲ ରେ କିନ୍ନର ମାନଙ୍କର ର ବିଭିନ ପ୍ରକାର ହାତ ତିଆରି ଜିନିଷ ବିକ୍ରି ହେଉଛି । ପାପଡ଼ , ହଳଦୀ ଗୁଣ୍ଡ , ଉଲ ର ଶୀତ ଵସ୍ତ୍ର , ମିଶ୍ଚର , ଚା କଫି ,ବିଭିନ ପ୍ରକାର ଔଷଧୀୟ ତେଲ ଇତ୍ୟାଦି ଏହି ଷ୍ଟଲ ରେ ବ୍ୟବସାୟ କରୁଛନ୍ତି କିନ୍ନର ।

ତେବେ ଆଜି ବାଲିଯାତ୍ରା ଶେଷ ହେଉଥିବାରୁ ବ୍ୟବସାୟ ଭଲ ରହିଛି ବୋଲି କହିଛନ୍ତି ସମସ୍ତେ । ଅନ୍ୟପଟେ ଏହି ସମସ୍ତ ଘର କରଣା ସାମଗ୍ରୀ କୁ ସୁଲଭ ମୂଲ୍ୟ ରେ କିଣି ଗ୍ରହକ ବେଶ ଖୁସି ଜାହିର କରିଛନ୍ତି ।

Body:ବାଇଟ: ସୁଇଟି ( ଡ୍ରେସ ପିନ୍ଧା )
ବାଇଟ: ଶୀତଲ ( ଶାଢ଼ୀ ପିନ୍ଧା)
ବାଇଟ: ଗ୍ରାହକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.