ETV Bharat / city

ବର୍ଦ୍ଧିତ ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ହାଇକୋର୍ଟରେ ଆଜି ଶୁଣାଣି - ବର୍ଦ୍ଧିତ ସ୍କୁଲ ଫି

ବର୍ଦ୍ଧିତ ଫି ଓ ଅନ୍ୟାନ୍ୟ ଫି ହ୍ରାସ କରିବାକୁ ଅବିଭାବକ ସଙ୍ଘ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

increased-school-fee-waiver-issue-hearing-in-high-court-today
ବର୍ଦ୍ଧିତ ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ହାଇକୋର୍ଟରେ ଆଜି ଶୁଣାଣି
author img

By

Published : Jul 1, 2020, 5:11 PM IST

କଟକ: ବର୍ଦ୍ଧିତ ସ୍କୁଲ ଫି ପ୍ରସଙ୍ଗରେ ହାଇକୋର୍ଟରେ ଆଜି(ବୁଧବାର) ଶୁଣାଣି ହୋଇଛି । ସମସ୍ତ ପ୍ରତିପକ୍ଷ ଆଜି(ବୁଧବାର) ଏନେଇ ନିଜର ପକ୍ଷ ରଖିଥିଲେ।ତେବେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି ଆସନ୍ତା ୬ ତାରିଖ ସୁଦ୍ଧା ଲିଖିତ ଆକାରରେ ପକ୍ଷ ରଖିବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

ବର୍ଦ୍ଧିତ ସ୍କୁଲ ଫି ଛାଡ଼ ପ୍ରସଙ୍ଗ: ହାଇକୋର୍ଟରେ ଆଜି ଶୁଣାଣି

ଆସନ୍ତା ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ ବର୍ଦ୍ଧିତ ଫି ଓ ଅନ୍ୟାନ୍ୟ ଫି ହ୍ରାସ କରିବାକୁ ଅବିଭାବକ ସଙ୍ଘ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.