ETV Bharat / city

ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Apr 20, 2022, 6:34 PM IST

Updated : Apr 20, 2022, 6:50 PM IST

ଜିଲ୍ଲାରେ ଶିଶୁ ଅବହେଳାକୁ ରୋକିବାକୁ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ । ଶିଶୁମାନେ କିଭଳି ସୁରକ୍ଷିତ ରହିବେ ସେନେଇ ଜିଲ୍ଲା ପ୍ରଶାସନର ହୋଇଛି ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ : ଜିଲ୍ଲାରେ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । କିପରି ଜିଲ୍ଲାରେ ଶିଶୁ ଅବହେଳାକୁ ରୋକିବା ସହ ଓ ସୁରକ୍ଷା ଦିଗକୁ ଆହୁରି ମଜଭୁତ କରାଯିବ, ସେନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଏହାସହ ସୁରକ୍ଷା ପାଇଁ ଯେଉଁ କମିଟି ଗଠନ ହୋଇଛି, ତାହା କିପରି କାମ କରୁଛି ଓ ତାହା ଆଗକୁ କିପରି ସୃଦୁଢ଼ କରାଯିବ ତାହା ଉପରେ ଆଲୋଚନା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ।

ବିଶେଷ କରି ବାଲ୍ୟ ବିବାହ, ଶିଶୁ ଦୁଷ୍କର୍ମ, ଶିଶୁ ଚୋରା ଚାଲାଣ ଆଦିକୁ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା ନେଇ ଆଲୋଚନା ହୋଇଛି ଏହି ବୈଠକରେ । ଏକ ସୁସ୍ଥ ସମାଜ ଗଠନ ଦିଗରେ ପ୍ରଥମେ ଶିଶୁଙ୍କ ସୁରକ୍ଷା ପ୍ରଥମ ବୋଲି କହିଛନ୍ତି ସିଡବ୍ଲ୍ୟୁସି ଅଧ୍ୟକ୍ଷା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 20, 2022, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.