ETV Bharat / city

ସ୍ୱାଧିନତା ଦିବସ ପାଇଁ ହାଇଆଲର୍ଟରେ କଟକ ରେଳଷ୍ଟେସନ

author img

By

Published : Aug 14, 2020, 3:58 PM IST

କଟକ ରେଳଷ୍ଟେସନରେ ହାଇଆଲର୍ଟ । ଆସନ୍ତାକାଲି ସ୍ବାଧୀନତା ଦିବସ ଉପଲକ୍ଷେ ରେଳଷ୍ଟେସନର ସମସ୍ତ ପ୍ରବେଶ ପ୍ରସ୍ତାନ ଦ୍ବାର, ରେଳ ଟ୍ରାକ ଓ ବ୍ରିଜ ଉପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଆରପିଏଫ । ଅଧିକ ପଢନ୍ତୁ...

ସ୍ୱାଧିନତା ଦିବସ ପାଇଁ ହାଇଆଲର୍ଟ କଟକ ରେଳଷ୍ଟେସନ

କଟକ: ରେଳଷ୍ଟେସନରେ ହାଇଆଲର୍ଟ । ଆସନ୍ତାକାଲି ସ୍ବାଧୀନତା ଦିବସ ଉପଲକ୍ଷେ ରେଳଷ୍ଟେସନର ସମସ୍ତ ପ୍ରବେଶ ପ୍ରସ୍ଥାନ ଦ୍ବାର, ରେଳ ଟ୍ରାକ ଓ ବ୍ରିଜ ଉପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଆରପିଏଫ । ବିଶେଷକରି ଏହି ସମୟରେ ଆତଙ୍କବାଦୀ ହମଲାକୁ ଆଖିଆଗରେ ରଖି ଏପରି ହାଇଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ଦେଶରେ 74ତମ ସ୍ବାଧୀନତା ଦିବସ ପାଳନ ଅବସରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଧ୍ୟାନ ଦିଆଯାଇଛି । ରେଳଷ୍ଟେସନରେ ସମୁଦାୟ 4 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହାସହ 30 ରୁ ଅଧିକ ଆରପିଏଫ ପୋଲିସ ଅନ୍ୟ ଷ୍ଟେସନ ମାନଙ୍କରେ ପଇଁତରା ମାରୁଛନ୍ତି । ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି କରିବା ପାଇଁ ସିସିଟିଭି ମଧ୍ୟ ସକ୍ରିୟ ରହିଛି । କାହା ଉପରେ ବି କିଛି ସନ୍ଦେହ ହେଲେ ସଙ୍ଗେ ସଙ୍ଗେ ତାକୁ ଆରପିଏଫ ହେପାଜତକୁ ଅଣାଯିବ ବୋଲି କହିଛନ୍ତି ଷ୍ଟେସନ ମ୍ୟାନେଜର କହିଛନ୍ତି ।

କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.