ETV Bharat / city

Justice for Mamita: ଆସନ୍ତା ୩ ସୁଦ୍ଧା status report ମାଗିଲେ HC

ମମିତା ମେହେର ହତ୍ୟାକାଣ୍ଡ । ଆସନ୍ତା ୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ମମିତା ମେହେର ହତ୍ୟାକାଣ୍ଡ: ଆସନ୍ତା ୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ
ମମିତା ମେହେର ହତ୍ୟାକାଣ୍ଡ: ଆସନ୍ତା ୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟମମିତା ମେହେର ହତ୍ୟାକାଣ୍ଡ: ଆସନ୍ତା ୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ
author img

By

Published : Nov 18, 2021, 3:19 PM IST

Updated : Nov 18, 2021, 4:45 PM IST

କଟକ: ମମିତା ମେହେର ହତ୍ୟା ମାମଲା । ଆଜି(ଗୁରୁବାର) ଏ ନେଇ ହାଇକୋର୍ଟରେ ହୋଇଛି ଶୁଣାଣି । ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଡିସେମ୍ବର ୩ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ମମିତା ମେହେର ହତ୍ୟାକାଣ୍ଡ: ଆସନ୍ତା ୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 3 ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହି ମାମଲାର ତଦନ୍ତ ଫାଷ୍ଟ ଟ୍ରାକ କୋର୍ଟରେ କରିବା ପାଇଁ ଆବେଦନ କରାଯାଇଥିଲା । ମମିତାଙ୍କ ପରିବାର ପକ୍ଷରୁ ଏହି ଆବେଦନ କରାଯାଇଥିଲା ।

ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କେତେ ଦୂର ଅଗ୍ରଗତି କଲାଣି, କେତେ ସମୟ ମଧ୍ୟରେ ମାମଲାର ସମାଧାନ ଘଟିବ ଓ ଏହାସହିତ ଘଟଣାରେ ଥିବା ତଥ୍ୟଗୁଡ଼ିକ ସମ୍ପର୍କରେ କୋର୍ଟ ସମ୍ମୁଖରେ ଉପସ୍ଥାପନା କରାଯିବ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 18, 2021, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.