ETV Bharat / city

କୋଭିଡ ନିୟମ ଭଙ୍ଗି ସିଲ ହେଲା ସୁନା ଦୋକାନ

କୋଭିଡ ନିୟମ ଭାଙ୍ଗି ଥିବାରୁ ସିଏମସି ଓ ପୋଲିସର ମିଳିତ ଉଦ୍ୟମରେ କଟକର ବଡ ସୁନା ଦୋକାନରେ ଝୁଲିଲା ତାଲା । ଅଧିକ ପଢନ୍ତୁ...

କୋଭିଡ ନିୟମ ଭଙ୍ଗି ସିଲ ହେଲା ସୁନା ଦୋକାନ
କୋଭିଡ ନିୟମ ଭଙ୍ଗି ସିଲ ହେଲା ସୁନା ଦୋକାନ
author img

By

Published : Nov 13, 2020, 10:03 PM IST

କଟକ: ସିଲ ହେଲା କଟକର ଲାଲଚନ୍ଦ ଜୁଏଲର । କୋଭିଡ ନିୟମ ଭାଙ୍ଗି ଥିବାରୁ ସିଏମସି ଓ ପୋଲିସର ମିଳିତ ଉଦ୍ୟମରେ ଶଉଆ ଦୋକାନ ହୋଇଛି ସିଲ ।

ଡେପ୍ୟୁଟି କମିଶନର ସଞ୍ଜିବିତା ରାଏ ଓ ମଙ୍ଗଳାବାଗ ପୋଲିସ ନିର୍ଦ୍ଦେଶରେ କୋଭିଡ ନିୟମ ଉଲଂଘନ ନେଇ ଲାଲଚାନ୍ଦକୁ ସିଲ କରାଯାଇଛି । ଏହାସହ ଖିମଜି ଜୁଏଲରୀକୁ 50 ହଜାର ଟଙ୍କା ଫାଇନ ଓ ଅନ୍ୟାନ୍ୟ ସୁନା ଦୋକାନକୁ 26,000 ଟଙ୍କା ଲେଖାଏଁ ଫାଇନ କରିଛି ସିଏମସି ।

ଦିପାବଳୀ ଓ ଧନତେରସ ରହିଥିବାରୁ ଲୋକ ଗହଳି ହୋଇଥିବାର ଜାଣି ପ୍ରତ୍ୟେକଟି ଦୋକାନରେ ପଇଁତରା ମାରୁଚି ପୋଲିସ ଓ ସିଏମସି । ଆଉ ଲାଲଚାନ୍ଦକୁ ସିଲ କରିବା ସହ ଅନେକ ଦୋକାନରୁ ଫାଇନ ଆଦାୟ ହୋଇଥିବା ଜଣାପଡିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.