ETV Bharat / city

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ରକୁ ଏନକାଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂହ ।

ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ଆହତ
author img

By

Published : Aug 22, 2019, 11:19 PM IST

Updated : Aug 22, 2019, 11:48 PM IST

କଟକ: ଡକାୟତି ମାମଲାରେ ଜଗତପୁର ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ରକୁ ଧରିବା ପାଇଁ ଛାନଭିନ ଚଳାଇଥିଲା । ମନୋଜ ଗତକାଲି (ବୁଧବାର) କାରଯୋଗେ କେନ୍ଦ୍ରପଡା ଅଭିମୁଖେ ଯାତ୍ରା କରୁଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଡିଟିକୁ ଅଟକାଇବାରୁ ଗାଡି ଭିତରୁ ପ୍ରଥମେ ଆକ୍ରମଣ ହୋଇଥିଲା । ଫଳରେ ପୋଲିସ ନିଜର ସୁରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା । ଏହି ଏନକାଉଣ୍ଟରରେ ମନୋଜର ଡାହାଣ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଛି ।

ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ଆହତ

ମନୋଜକୁ ପୋଲିସ କାବୁ କରି ଆହତ ଅବସ୍ଥାରେ ଏସସିବି ମେଡିକାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ମନୋଜର ସ୍ବାସ୍ଥ୍ୟବସ୍ଥା ସ୍ବଭାବିକ ଥିବା ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂହ ।

ପ୍ରକାଶ ଥାଉ କି, ଗତ ଜୁନ 28 ତାରିଖରେ ଜଗତପୁର ଥାନା ଅଞ୍ଚଳରେ ଜଣେ ଶିଳ୍ପପତିଙ୍କ ଘରୁ ଡକାୟତି ହୋଇଥିଲା। ଏହି ଡକାୟତି ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜର ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ।

କଟକରୁ ନାରାୟଣ ସାହୁ ଇଟିଭି ଭାରତ

Intro:ଦୁର୍ଦାନ୍ତ ଅପରାଧୀ ମନୋଜ ପାତ୍ର ଙ୍କୁ ପୋଲିସ ର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଅଖିଲେଶ୍ଵର ସିଂହ।ଗତ ଜୁନ 28 ତାରିଖରେ ଜଗତପୁର ଥାନା ଅଞ୍ଚଳରେ ଜଣେ ଶିଳ୍ପପତି ଙ୍କ ଘରୁ ଡକାୟତି ହୋଇଥିଲା।ଏହି ଡକାୟତି ଘଟଣାରେ ଦୁର୍ଦାନ୍ତ ଅପରାଧୀ ମନୋଜ ର ସମ୍ପୃକ୍ତି ଥିବା ପୋଲିସ ତଦନ୍ତ କରି ଜାଣି ପାରିଥିଲା।ତେବେ ମନୋଜ କୁ ଗିରଫ କରିବାପାଇଁ ଜଗତପୁର ଥାନା ପୋଲିସ ଜାଲ ବିଛାଇ ଥିଲା।ଗତକାଲି ମନୋଜ ଏକ କାର ଯୋଗେ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ଖବର ପାଇ ଗାଡିଟିକୁ ଅଟକାଇବା କୁ ଚେଷ୍ଟା କରିଥିଲା।କିନ୍ତୁ ଗାଡିଟି ଅଟକିବା ପରିବର୍ତ୍ତେ ,ଗାଡି ଭିତରୁ ପ୍ରଥମେ ଗୁଳି ଚାଳନା ହୋଇଥିଲା।ମନୋଜ ପୋଲିସ ଉପରକୁ ଗୁଳି ଚାଳନା କରିବାରୁ, ପୋଲିସ ମନୋଜ କୁ ପାଲଟା ଗୁଳି ଚାଳନା କରିଥିଲା।ତେବେ ପୋଲିସ ଗୁଳି ମନୋଜର ଡାହାଣ ଗୋଡ଼ରେ ବାଯିବାରୁ ମନୋଜ ଆହତ ହୋଇ ଥିଲା।ପୋଲିସ ସଙ୍ଗେ ସଙ୍ଗେ ମନୋଜକୁ କାବୁ କରିବା ସହ ତାର ଚିକିତ୍ସା ପାଇଁ ଏସସିବିକୁ ପଠାଇଥିଲା।ତେବେ ଆଜି ମନୋଜର ସ୍ୱାସ୍ଥ୍ୟ ବସ୍ଥା ଭଲ ଥିବା କଟକ ଡିସିପି କହିଛନ୍ତି।

ବାଇଟ - ଅଖିଲେଶ୍ଵର ସିଂହ, କଟକ ଡିସିପି।

Body:no need

Conclusion:no need
Last Updated : Aug 22, 2019, 11:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.