ETV Bharat / city

ସୁରକ୍ଷା ବଳୟରେ ରହିବ ବାଲିଯାତ୍ରା: ଡିସିପି - କଟକ ଡିସିପି ଅଖିଳେଶ୍ବର ସିଂ

ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ । ପ୍ରସ୍ତୁତି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବି ଏଥିପାଇଁ ତତ୍ପର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ-ସମ୍ବାଦଦାତା, କଟକ
author img

By

Published : Nov 3, 2019, 1:59 PM IST

କଟକ: ଐତିହାସିକ ବାଲିଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ । ପ୍ରସ୍ତୁତି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବି ଏଥିପାଇଁ ତତ୍ପର । ଆଉ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ଭୂମିକାରେ ନଜର ଆସିବେ କମିଶନରେଟ ପୋଲିସ । ଉଭୟ ଉପର ଓ ତଳ ପଡିଆକୁ ସୁରକ୍ଷା ବଳୟ ମଧ୍ୟରେ ରଖିବ ପୋଲିସ । ମୁତୟନ ହେବେ 50 ପ୍ଲାଟୁନ ପୋଲିସ ଫୋର୍ସ । ଯାହାଦ୍ବାରା କୌଣସି ଅସୁବିଧାର ସମ୍ମୁଖୀନ ହେବେନି ଦର୍ଶକ ।

ସୁରକ୍ଷା ବଳୟରେ ରହିବ ବାଲିଯାତ୍ରା: ଡିସିପି

ଏହା ସହିତ ଟ୍ରାଫିକ ଓ ପାର୍କିଂ ଦିଗରେ ମଧ୍ୟ ଗୁରୁ ଦାୟିତ୍ବ ବହନ କରୁଛି କମିଶନରେଟ ପୋଲିସ । କାରଣ ବାଲିଯାତ୍ରାରେ ହଜାର ହଜାର ସଂଖ୍ୟକ ଦର୍ଶକ ଆସୁଥିବାରୁ ଭିଡ଼ ହେବା ସ୍ବାଭାବିକ । ସେଥିପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ମଧ୍ୟ ସୂଚାର ରୂପେ ସମ୍ପାଦନ ହେବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ବାଲିଯାତ୍ରା ସମୟରେ ଅନେକ ଅସାମାଜିକ କାର୍ଯ୍ୟକଳାପ ଆଖି ସାମ୍ନାକୁ ଆସେ । ଯାହାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ସିଭିଲ ଡ୍ରେସରେ ପଡିଆରେ ବିଚରଣ କରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଐତିହାସିକ ବାଲିଯାତ୍ରା ରେ ମୁଖ୍ୟ ଭୂମିକା ରେ ନଜର ଆସିବ କମିଶନରେଟ ପୋଲିସ । ଉଭୟ ଉପର ଓ ତଳ ପଡିଆ କୁ ସୁରକ୍ଷା ବଳୟ ମଧ୍ୟରେ ରଖିବ ପୋଲିସ । ମୁତୟନ ହେବ 50 ପ୍ଲାଟୁନ ପୋଲିସ ଫୋର୍ସ । ଯାହାଦ୍ୱାରା କୋୖଣସି ଅସୁବିଧାର ସମ୍ମୁଖୀନ ହେବେନି ଦର୍ଶକ ।

ଏହାସହିତ ଟ୍ରାଫିକ ଓ ପାର୍କିଂ ଦିଗରେ ମଧ୍ୟ ଗୁରୁ ଦାଇତ୍ୱ ବହନ କରୁଛି କମିଶନରେଟ ପୋଲିସ । କାରଣ ବାଲିଯାତ୍ରା ରେ ହଜାର ହଜାର ସଂଖ୍ୟକ ଦର୍ଶକ ରହୁଥିବାରୁ ଭିଡ଼ ହେବା ସ୍ବଭାବିକ । ସେଥିପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ମଧ୍ୟ ସୁଚାର ରୂପେ ସମ୍ପାଦନ ହେବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

ଏହାହସିତ ବାଲିଯାତ୍ରା ସମୟରେ ଅନେକ ଅସାମାଜିକ କାର୍ଯ୍ୟକଳାପ ଆଖି ସମ୍ନା କୁ ଆସେ । କିନ୍ତୁ ଏହାକୁ ଆଖିଆଗରେ ରଖି କମିଶନରେଟ ପୋଲିସ କର୍ମଚାରୀ ସିଭିଲ ଡ୍ରେସ ରେ ପଡିଆ ରେ ବିଚରଣ କରିବେ । ଯାହା ଦ୍ୱାରା ଆସାମଜିକ କାର୍ଯ୍ୟକଳାପ କୁ ରୋକାଯାଇପାରିବ ।

Body:ବାଇଟ: ଅଖିଳେସ୍ୱର ସିଂ( କଟକ ଡିସିପି)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.