ETV Bharat / city

କଟକ ବୋର୍ଡ ଅଫ ରେଭିନ୍ୟୁରେ ଅଗ୍ନିକାଣ୍ଡ - ବୋର୍ଡ ଅଫ ରେଭିନ୍ୟୁର ଟଏଲେଟରେ ଅଗ୍ନିକାଣ୍ଡ

ବୋର୍ଡ ଅଫ ରେଭିନ୍ୟୁର ଟଏଲେଟରେ ଅଗ୍ନିକାଣ୍ଡ। ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କଟକ ବୋର୍ଡ ଅଫ ରେଭିନ୍ୟୁରେ ଅଗ୍ନିକାଣ୍ଡ
କଟକ ବୋର୍ଡ ଅଫ ରେଭିନ୍ୟୁରେ ଅଗ୍ନିକାଣ୍ଡ
author img

By

Published : Feb 16, 2020, 3:29 AM IST

କଟକ: ବୋର୍ଡ ଅଫ ରେଭିନ୍ୟୁର ଟଏଲେଟରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।

କଟକ ବୋର୍ଡ ଅଫ ରେଭିନ୍ୟୁରେ ଅଗ୍ନିକାଣ୍ଡ

ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସିଡ଼ିଏ ଅଞ୍ଚଳରୁ ଗୋଟିଏ ଦମକଳ ଗାଡି ଆସି ଏହି ନିଆଁକୁ ଆୟତ୍ତ କରିଥିଲା । ତେବେ ଟଏଲେଟରେ ଏଭଳି ଅଗ୍ନିକାଣ୍ଡକୁ ନେଇ କାର୍ଯ୍ୟାଳୟ ପରିସରରେ ଚର୍ଚ୍ଚା ଜୋର ଧରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.