କଟକ: ଲାଲବାଗ ଥାନା ଅଧିକାରୀ ନାଁରେ ନକଲି ଫେସବୁକ ଆଇଡି । ନକଲି ଆଇଡି ଜରିଆରେ ପୋଲିସ କର୍ମଚାରୀଙ୍କୁ ମେସେଜ । ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଅଗ୍ରୀମ ଟଙ୍କା ଦେବା ପାଇଁ ମେସେଜ କରାଯାଇଛି । ଏନେଇ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲାଲବାଗ ଥାନା ଅଧିକାରୀ ରବି ନାରାୟଣ ଭଞ୍ଜ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ