ETV Bharat / city

‘କୋରୋନା କଟକଣା ନମାନିଲେ ସିଲ୍ ହେବ ଦୋକାନ’ - covid pandemic

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ। ଅଧିକ ପଢନ୍ତୁ...

ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

author img

By

Published : Apr 8, 2021, 7:27 AM IST

କଟକ: କୋରୋନା ସଚେତନତା ପାଇଁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ।

ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ

ଛତ୍ରବଜାର, ମାଲଗୋଦାମ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି କଟକ ଡିସିପି । ଏହାସହ ଦୋକାନୀଙ୍କୁ କୋଭିଡ ଗାଇଡଲାଇନ ମାନି ଦୋକାନ ଖୋଲିବାକୁ ବାଧ୍ୟ । ଗହଳି ସ୍ଥାନରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦୋକାନକୁ ସାନିଟାଇଜ୍ କରାଯିବ । ଏହାସହ କଟକ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସମସ୍ତ ବ୍ୟବସ୍ଥା ଯାଞ୍ଚ କରିବେ ।

ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ସହ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି କମିଶନରେଟ ପୋଲିସ । ବିଭିନ୍ନ ବଜାର କମିଟି ସହ ବୈଠକ କରିବା ସହ ନିୟମକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କଟକ ସହରରେ ବୁଲି ଏବେ ଲୋକଙ୍କୁ ସଚେତନ କରୁଛି ପୋଲିସ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.