ETV Bharat / city

ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନ ଥିବା ଅଭିଯୋଗ - କୁକୁର କାମୁଡାରେ ୯ ଗୁରୁତର

ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ଅଭିଯୋଗ

author img

By

Published : Jan 11, 2020, 9:44 AM IST

କଟକ: ଆଠଗଡ ସହରରେ ପାଗଳ କୁକୁର ଆତଙ୍କ । ପାଗଳ କୁକୁର କାମୁଡାରେ ୯ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ଅଭିଯୋଗ

ତେବେ ଜଣେ ବାଳିକା ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ସମସ୍ତେ ଚିକିତ୍ସତ ହୋଇ ଘରକୁ ଫେରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକ୍ସନ ମିଳୁନଥିବା ଅଭିଯୋଗ ହୋଇଛି ।

ଆଠଗଡ ସହର କଲେଜ ରୋଡରେ ଏକ ମାଟିଆରଙ୍ଗର କୁକୁର ପାଗଳ ହୋଇ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ କାମୁଡ଼ି ଥିଲା । ଏପରିକି ଲୋକଙ୍କ ଘରେ ପଶି ଲୋକଙ୍କୁ କାମୁଡିଥିଲା କୁକୁର । ତେବେ କୁକୁରକୁ ଖୋଜିବା ପାଇଁ ଉକ୍ତ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍ ହୋଇଯାଇଥିଲା । ପରିସ୍ଥିତି ଏମିତି ହେଲା କି ସ୍ଥାନୀୟ ଲୋକ ଘରୁ ବାହାରିବାକୁ ଭୟ କରିଥିଲେ ।

ଦୀର୍ଘ ୮ ଘଣ୍ଟା ପରେ ସ୍ଥାନୀୟ ଯୁବକମାନେ ପାଗଳ କୁକୁରଟିକୁ ଧରିବାରେ ସକ୍ଷମ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭିରତ

Intro:ଆଠଗଡ ସହରରେ ପାଗଳ କୁକୁର ଆତଙ୍କ । ପାଗଳ କୁକୁର କାମୁଡାରେ ୯ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କୁ କଟକ ବଡ ଡାକ୍ତରଖାନା କୁ ରେଫର କରାଯାଇଛି। ଜଣେ ବାଳିକା ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ଯ ସମସ୍ତେ ଚିକିତ୍ସତ ହୋଇ ଘରକୁ ଫେରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ମିଳୁନଥିବା ଅଭିଯୋଗ ହୋଇଛି। ଆଠଗଡ ସହର କଲେଜ ରୋଡରେ ଏକ ମାଟିଆରଙ୍ଗର କୁକୁର ପାଗଳ ହୋଇ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ କାମୁଡ଼ି ଥିଲା।ଏପରିକି ଲୋକଙ୍କ ଘର ମଧ୍ୟରେ ପଶି ଲୋକଙ୍କୁ କାମୁଡି ଥିଲା। ଯାହାକୁ ପାଇଲା ତାକୁ କାମୁଡିବା ଫଳରେ ଉକ୍ତ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍ ହୋଇଯାଇଥିଲା।ପରିସ୍ଥିତି ଏମିତି ହେଲା କି ସ୍ଥାନୀୟ ଲୋକ ଘରୁ ବାହାରିବାକୁ ଭୟ କରିଥିଲେ।
ଦୀର୍ଘ ୮ ଘଣ୍ଟା ପରେ ସ୍ଥାନୀୟ ଯୁବକମାନେ ପାଗଳ କୁକୁରଟିକୁ ଧରିବାରେ ସକ୍ଷମ ହୋଇଥିଲେ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.