ETV Bharat / city

କୋରୋନା ନିୟନ୍ତ୍ରଣରେ ବିଫଳ ଜିଲ୍ଲା ପ୍ରଶାସନ ଓ ସିଏମସି: ମହମ୍ମଦ ମୋକିମ

ଜିଲ୍ଲାରେ କୋରୋନା ନିୟନ୍ତ୍ରଣରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ ଓ ସିଏମସି । ଏଭଳି ଅଭିଯୋଗ ଆଣିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

କୋରୋନା ନିୟନ୍ତ୍ରଣରେ ବିଫଳ ଜିଲ୍ଲା ପ୍ରଶାସନ ଓ ସିଏମସି: ମହମ୍ମଦ ମୋକିମ
କୋରୋନା ନିୟନ୍ତ୍ରଣରେ ବିଫଳ ଜିଲ୍ଲା ପ୍ରଶାସନ ଓ ସିଏମସି: ମହମ୍ମଦ ମୋକିମ
author img

By

Published : Jul 10, 2020, 11:36 PM IST

କଟକ: ଜିଲ୍ଲାରେ କୋରୋନା ନିୟନ୍ତ୍ରଣରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ ଓ ସିଏମସି । ଏଭଳି ଅଭିଯୋଗ ଆଣିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସହରରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନ, ଶିଶୁଭବନ ତଥା ସିଟି ହସ୍ପିଟାଲରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏଥିପାଇଁ ଜିଲ୍ଳା ପ୍ରଶାସନ ଓ ସିଏମସି ଦାୟୀ ବୋଲି ଅଭିଯୋଗ କରିଛନ୍ତି ମୋକିମ ।

କୋରୋନା ନିୟନ୍ତ୍ରଣରେ ବିଫଳ ଜିଲ୍ଲା ପ୍ରଶାସନ ଓ ସିଏମସି: ମହମ୍ମଦ ମୋକିମ

ସେହିପରି ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି ବିଧାୟକ । ସହରର ପ୍ରତ୍ୟେକ ୱାର୍ଡରେ ୱାର୍ଡ କମିଟି ଗଠନ କରିବାକୁ ସେ ଏହି ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଛନ୍ତି । ତେବେ ଯେଉଁମାନେ ଏଥିରେ ଦୁର୍ନୀତି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.