ETV Bharat / city

ତିର୍ତ୍ତୋଲର ପାର୍ଥୀ ହେବେ ଦେବାଶିଷ ସାମନ୍ତରାୟଙ୍କ ଘନିଷ୍ଠ ସହଯୋଗୀ ! - Debashis Samantaray

ବିଜେଡି ଭିତରେ ଗୋଷ୍ଠି କନ୍ଦଳ ଲାଗି ରହିଥିବା ବେଳେ ସେଥିରେ ପ୍ୟାଚ ପକାଇବାକୁ ନେତାମାନେ ପ୍ରକ୍ରିୟା ଆରମ୍ଭ କରିଦେଲେଣି । ଏହାରି ଭିତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ନିଜର ସଙ୍ଗଠନ ରଖିଥିବା ବିଜେଡି ନେତା ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି ।

ଦେବାଶିଷ ସାମନ୍ତରାୟଙ୍କ ଘନିଷ୍ଠ ସହଯୋଗୀ ତିର୍ତ୍ତୋଲର ପାର୍ଥୀ ହେବେ !

author img

By

Published : Sep 13, 2020, 6:19 AM IST

କଟକ: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ଖୁବଶୀଘ୍ର ହେବ ଉପନିର୍ବାଚନ । ସେଥିପାଇଁ ରାଜନୈତିକ ସ୍ଥରରେ ଆରମ୍ଭ ହୋଇଗଲାଣି ଅଙ୍କକଷା କଷି । ସମସ୍ତ ରାଜନୈତିକ ଦଳର ନଜର ରହିଛି ଏହି ନିର୍ବାଚନ ମଣ୍ଡଳୀ ଉପରେ ।

ଦେବାଶିଷ ସାମନ୍ତରାୟଙ୍କ ଘନିଷ୍ଠ ସହଯୋଗୀ ତିର୍ତ୍ତୋଲର ପାର୍ଥୀ ହେବେ !

ତେବେ କୌଣସି ଦଳ ଯଦିଓ ନିଜର ପାର୍ଥି ନେଇ ସୂଚନା ଦେଇନାହାନ୍ତି ତଥାପି ପାର୍ଥିକୁ ନେଇ ଆଶାୟୀ ମାନେ ନିଜ ନିଜ ସ୍ଥରରେ ଲବି ଆରମ୍ଭ କରିଦେଲେଣି । ବିଜେଡି ଭିତରେ ଗୋଷ୍ଠି କନ୍ଦଳ ଲାଗି ରହିଥିବା ବେଳେ ସେଥିରେ ପ୍ୟାଚ ପକାଇବାକୁ ନେତାମାନେ ପ୍ରକ୍ରିୟା ଆରମ୍ଭ କରିଦେଲେଣି । ଏହାରି ଭିତରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ନିଜର ସଙ୍ଗଠନ ରଖିଥିବା ବିଜେଡି ନେତା ଦେବାଶିଷ ସାମନ୍ତରାୟ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଦଳ ଭିତରେ ଗୋଷ୍ଠୀ କନ୍ଦଳ ଥିବା ସେ ସ୍ୱୀକାର କରିଥିବା ବେଳେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି । ଦଳର ମୁଖିଆ ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ମାନିବେ ବୋଲି ଦଳର ପରମ୍ପରା ରହିଥିବା ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ତାଙ୍କର ଜଣେ ଘନିଷ୍ଟ ସହଯୋଗୀ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେଡିର ପାର୍ଥୀ ହେବେ ବୋଲି ସେ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.